ETV Bharat / city

ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଅନ୍ତୁ ସରକାର: ବିଜେପି - ଟେଷ୍ଟିଂ ଓ ଟ୍ରେସିଂକୁ ନେଇ ବିଜେପିର ଅଭିଯୋଗ

ରାଜ୍ୟରେ ମନ୍ଥର ହୋଇଛି ଟେଷ୍ଟିଂ ଓ ଟ୍ରେସିଂ । ସରକାର ଏହାକୁ ଗୁରୁତ୍ୱ ଦିଅନ୍ତୁ । ରାଜ୍ୟରେ କିପରି ଅଧିକ ଟେଷ୍ଟିଂ ହେବ ସେ ନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଅନ୍ତୁ ସରକାର: ବିଜେପି

author img

By

Published : Apr 28, 2021, 8:24 PM IST

ଭୁବନେଶ୍ବର : ରାଜ୍ୟରେ ମନ୍ଥର ହୋଇଛି ଟେଷ୍ଟିଂ ଓ ଟ୍ରେସିଂ । ସରକାର ଏହାକୁ ଗୁରୁତ୍ୱ ଦିଅନ୍ତୁ । ରାଜ୍ୟରେ କିପରି ଅଧିକ ଟେଷ୍ଟିଂ ହେବ ସେ ନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ଟେଷ୍ଟିଂ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ବିଜେପି । ଆରଟି-ପିସିଆର ଟେଷ୍ଟିଂ ଯେତିକି ହେବା କଥା ହେଉନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଅନ୍ତୁ ସରକାର: ବିଜେପି

ପ୍ରଧାନମନ୍ତ୍ରୀ ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେଇଥିବାବେଳେ ଓଡିଶାରେ ତାହା ମନ୍ଥର ଗତିରେ ଚାଲିଛି । ତେଣୁ, ଯଦି ରାଜ୍ୟ ସରକାର ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତର ସହ ନେବେ, ତାହେଲେ ବାସ୍ତବ ସଂକ୍ରମିତ ଲୋକ ଜଣାପଡିବେ । ହସ୍ପିଟାଲରେ ଯେଉଁ ବ୍ୟାପକ ଭିଡ଼ ହେଉଛି ଲୋକମାନେ ଅଧିକ ସଜାଗ ହେବେ । ହୋମଆଇସୋଲେସନରେ ରହିପାରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.