ETV Bharat / city

ଜଗନ୍ନାଥଙ୍କ ଜମିକୁ ବିକ୍ରି ପାଇଁ ଷଡଯନ୍ତ୍ର ରଚୁଛନ୍ତି ସରକାର: ବିଜେପି ନେତ୍ରୀ ଲେଖାଶ୍ରୀ - ଜଗନ୍ନାଥଙ୍କ ଜମିକୁ ବିକ୍ରି ପାଇଁ ସରକାରଙ୍କ ଷଡଯନ୍ତ୍ର

ଜଗନ୍ନାଥଙ୍କ ପ୍ରାୟ ୩୫,୦୦୦ଏକର ଜମିକୁ ଷଡଯନ୍ତ୍ର କରି ବିକ୍ରି କରିଦେବା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। ଏହାକୁ ବିରୋଧ କରି ଆଜି ପ୍ରେସମିଟ୍ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଅଧିକ ପଢନ୍ତୁ...

ଜଗନ୍ନାଥଙ୍କ ଜମିକୁ ବିକ୍ରି ପାଇଁ ଷଡଯନ୍ତ୍ର ରଚୁଛନ୍ତି ସରକାର; ବିଜେପି ନେତ୍ରୀ ଲେଖାଶ୍ରୀ

author img

By

Published : Mar 18, 2021, 4:18 PM IST

ଭୁବନେଶ୍ବର: କିଛି ମୁଷ୍ଟିମେୟ ଅଣଓଡିଆଙ୍କ ହାତରେ ଓଡିଶାରେ ଶାସନ ଚାଲିଛି। ଯେଉଁଥି ପାଇଁ ଦେଶରେ ବିଭିନ୍ନ ବିଭ୍ରାଟ ଦେଖାଯାଉଛି। ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବ ମଧ୍ୟ କିଛି ଅଣ ଓଡିଆଙ୍କ ହାତରେ ରହିବା ସହ ମୁଖ୍ୟମନ୍ତ୍ରୀ ଓଡିଆ ନବୁଝିବା ପାଇଁ ଆଜି ଜଗନ୍ନାଥ ମନ୍ଦିର ବିକ୍ରି ହେବାକୁ ଯାଉଛି । ଯଥାଶୀଘ୍ର ସରକାର ଏହିସବୁ ପଦକ୍ଷେପରୁ ଓହରିବାକୁ ବିଜେଡିକୁ ଖୋଲା ଚେତାବନୀ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଜଗନ୍ନାଥଙ୍କ ଜମିକୁ ବିକ୍ରି ପାଇଁ ଷଡଯନ୍ତ୍ର ରଚୁଛନ୍ତି ସରକାର; ବିଜେପି ନେତ୍ରୀ ଲେଖାଶ୍ରୀ

ରାଜ୍ୟରେ ଥିବା ଜଗନ୍ନାଥଙ୍କ ଜମିକୁ ରାଜ୍ୟ ସରକାର ବିକ୍ରି କରିବାକୁ ମସୁଧା କରୁଛନ୍ତି। ଜଗନ୍ନାଥଙ୍କ ପ୍ରାୟ ୩୫,୦୦୦ଏକର ଜମିକୁ ଷଡଯନ୍ତ୍ର କରି ବିକ୍ରି କରିଦେବା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। ଏହାକୁ ବିରୋଧ କରି ଆଜି ପ୍ରେସମିଟ୍ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.