ETV Bharat / city

ବୁଡିଗଲାଣି ବେଉସା, ପେଟ ଚିନ୍ତାରେ ହାତଲେଖା କଳାକାର ସଙ୍ଘ - Government

ସରକାରୀ ଅଫିସ ଆଗରେ ଦେଖିବାକୁ ମିଳୁନି ହାତ ଲେଖା କଳାକାରଙ୍କ କାମ । ସାରା ଓଡ଼ିଶାରେ 25 ହଜାରରୁ ଉର୍ଦ୍ଧ୍ବ କଳାକାର ନିଜର ବ୍ୟବସାୟକୁ ହରାଇ ବସିଥିବା ବେଳେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛି ହାତଲେଖା କଳାକାର ସଙ୍ଘ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Jun 29, 2019, 6:30 AM IST

ଭୁବନେଶ୍ବର: ବୁଡିବାକୁ ବସିଲାଣି ହାତଲେଖା କଳାକାରଙ୍କ ବେଉସା । ପୂର୍ବରୁ ବିଭିନ୍ନ ସରକାରୀ ଅଫିସ ଆଗରେ ନେମ ପ୍ଲେଟ ସବୁ ତୁଳି ବା ହାତ ଲେଖା କଳାକାର ମାନେ ଲେଖୁଥିଲେ। ଏବେ ଏହି ହାତଲେଖାର ଛାପ କେଉଁଠି ଦେଖିବାକୁ ମିଳୁନି । ବରଂ ଧୀରେ ଧୀରେ ଏହା ଅତ୍ୟାଧୁନିକ ଶୌଳୀରେ ଲେଖାଯିବାର ଦେଖିବାକୁ ମିଳୁଛି ।

ଭିିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଯାହାଫଳରେ ସାରା ଓଡ଼ିଶାରେ 25 ହଜାରରୁ ଉର୍ଦ୍ଧ୍ବ କଳାକାର ନିଜର ବ୍ୟବସାୟକୁ ହରାଇ ବସିଛନ୍ତି ବୋଲି ଆଜି ସଙ୍ଘ ପ୍ରକାଶ କରିଛି। ତେବେ ଏହି କଳାକାରଙ୍କ ପେଟକୁ ସରକାର ଲାତ ମାରିଲା ଭଳି କାମ କରିଛନ୍ତି ବୋଲି ଗଣମାଧ୍ୟମ ସମୁଖରେ ରାଜ୍ୟ ହାତଲେଖା କଳାକାର କ୍ଷୋଭ ପ୍ରକାଶ କରି କହିଛନ୍ତି। ଯଦି ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଏମାନେ ଆନ୍ଦୋଳନକୁ ଆସିବେ ବୋଲି ସଙ୍ଘ ଚେତାବନୀ ଦେଇ କହିଛି।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଲାଞ୍ଚ ଖିଆ ବାବୁ ଭିଜିଲାନ୍ସ ହାବୁଡ଼ରେ ପଡି ଆଜି ହଟହଟା ହୋଇଛନ୍ତି । ବାର ହଜାର ଟଙ୍କା ନେଇ ଓଡିଶା ବନ ଉନ୍ନୟନ ନିଗମ ର କଣ୍ଟାମାଳ ଏସଡିଏମ ଭିଜିଲାନ୍ସ ଜାଲରେ ପଡି ଗିରଫ ହେବା ସହ ନିଜ ଘର ଓଡଗାଁ ରେ ମଧ୍ୟ ତଦନ୍ତ କରାଯାଉଥିବା ସୂଚନା ମିଳିଛି ।

Body:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ପଥପ୍ରାନ୍ତ ବନୀକରଣ ରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଦୁଇ ମାସ ତଳେ ଈଟିଭି ଭାରତ ରେ ପ୍ରସାରିତ ଖବର ଆଜି ସତ ହୋଇଛି । ଆଜି ଜଣେ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଥିବା ବ୍ୟକ୍ତି ସତ୍ୟ ନାରାୟଣ ଖଟୁଆଙ୍କ ବିଲ ପାଇଁ ବାର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ କନ୍ଧମାଳ ଭିଜିଲାନ୍ସ ର ମିଳିତ ଚଢାଉରେ ବନ ଉନ୍ନୟନ ନିଗମ ର ଖୋଦ ଏସଡିଏମ ବିକ୍ରମ କୁମାର ସାହୁ ଧରାପଡିଛନ୍ତି । ତାଙ୍କ ନିଜ ଗ୍ରାମ ଓଡଗାଁ ରେ ମଧ୍ୟ ଚଢାଉ କରାଯାଇଛି ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି ।

Conclusion:ବାଇଟ-୧-ରବିକାନ୍ତ ସୁନା, ଡିଏସପି, ଭିଜିଲାନ୍ସ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.