ETV Bharat / city

ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର - ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କୁ ଜେଲ

ଦୁର୍ନୀତି ଓ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଜେଲ । ଅଧିକ ପଢନ୍ତୁ...

ଜେଲଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର

author img

By

Published : Dec 17, 2020, 7:06 PM IST

Updated : Dec 17, 2020, 9:10 PM IST

ଭୁବନେଶ୍ବର: ଦୁର୍ନୀତି ଓ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଗୋପାଳପୁର ବିଧାୟକଙ୍କୁ ଲାଗିଛି ଆଉ ଏକ ଝଟକା । ତାଙ୍କ ସହଯୋଗୀ କୁହାଯାଉଥିବା ସର୍ବେଶ୍ୱର ରାଓ ମଧ୍ୟ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଥିଲା । ଯାହାକୁ ଆଧାର କରି ତଦନ୍ତକାରୀ ଦଳ ତାଙ୍କୁ ପଚରାଉଚରା କରିବା ପାଇଁ ଆଣିଥିଲେ । ଆଜି(ଗୁରୁବାର) ଅପରାହ୍ନରେ ତାଙ୍କୁ ଗିରଫ କରାଯିବା ସହିତ ସ୍ଥାନୀୟ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି ଏବଂ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଜେଲଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର
ସୂଚନାଯୋଗ୍ୟ କି ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ଘଟଣାରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 17, 2020, 9:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.