ETV Bharat / city

କଟକଣାରେ ପୂଜା ପାଇଲେ ମା’ ବାଗଦେବୀ - ସରସ୍ବତୀ ପୂଜା ନ୍ୟୁଜ

କୋଭିଡ କଟକଣା ମଧ୍ୟରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାଗ୍‌ଦେବୀଙ୍କ ପୂଜା ସମ୍ପନ୍ନ । ଅଧିକ ପଢନ୍ତୁ

କଟକଣାରେ ପୂଜା ପାଇଲେ ମା ବାଗଦେବୀ
କଟକଣାରେ ପୂଜା ପାଇଲେ ମା ବାଗଦେବୀ
author img

By

Published : Feb 5, 2022, 8:05 PM IST

ଭୁବନେଶ୍ବର: ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ ଆଜିର ଦିନରେ ଧରାବତରଣ କରିଛନ୍ତି ବାଗଦେବୀ ମା' ସରସ୍ବତୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣାରେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ମା' ସରସ୍ବତୀ ।

କଟକଣାରେ ପୂଜା ପାଇଲେ ମା ବାଗଦେବୀ

ଏହି ପରିପ୍ରେକ୍ଷୀରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାୟିନୀଙ୍କୁ ପୂଜା କରାଯାଇଛି । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ସରସ୍ବତୀଙ୍କ ପ୍ରତିମୂର୍ତ୍ତି ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି । କୋଭିଡ ସ୍ଥିତି ସ୍ୱାଭାବିକ ନେଇ ମା'ଙ୍କ ନିକଟରେ କରୁଣା କରିଛନ୍ତି । ସେହିପରି ରାଜଧାନୀର ଶିଶୁ ବିଦ୍ୟା ମନ୍ଦିର ସହ କଂଗ୍ରେସ ଭବନରେ ମଧ୍ୟ ସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.