ETV Bharat / city

ଓଡ଼ିଶା ଶିଳ୍ପ ବିଭାଗର ଗୋ ସ୍ବିଫ୍ଟ୍‌ ପୋର୍ଟାଲକୁ ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାସ୍‌ ପୁରସ୍କାର - E-governance award

ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ଏକକ ଝରକା ନିବେଶକ ସୁବିଧା ଏବଂ ଅନୁଧ୍ୟାନ ପୋର୍ଟାଲ ଗୋ ସ୍ବିଫ୍ଟ୍ ଜାତୀୟ ସ୍ତରୀୟ ଇ-ଗଭର୍ଣ୍ଣାସ୍‌ ସିଲଭର୍ ପୁରସ୍କାର ୨୦୧୯-୨୦ ବର୍ଷର ବିଜେତା ହୋଇଛି। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ଖବର ପଢନ୍ତୁ...

GO SWIFT PORTAL
ଓଡ଼ିଶା ଶିଳ୍ପ ବିଭାଗର ଗୋ ସ୍ବିଫ୍ଟ୍‌ ପୋର୍ଟାଲକୁ ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାସ୍‌ ପୁରସ୍କାର
author img

By

Published : Feb 9, 2020, 1:24 AM IST

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଏକକ ଝରକା ନିବେଶକ ସୁବିଧା ଏବଂ ଅନୁଧ୍ୟାନ ପୋର୍ଟାଲ ଗୋ ସ୍ବିଫ୍ଟ୍ ଜାତୀୟ ସ୍ତରୀୟ ଇ-ଗଭର୍ଣ୍ଣାସ୍‌ ସିଲଭର୍ ପୁରସ୍କାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ‘ଏକ୍ସଲେନ୍ସ ଇନ୍ ଗଭର୍ଣ୍ଣମେଂଟ୍ ପ୍ରୋସେସ୍ ରି-ଇଞ୍ଜିନିୟରିଂ ଫର୍ ଡିଜିଟାଲ୍ ଟ୍ରାନ୍ସ୍‌ଫରମେଶନ୍‌’ କ୍ୟାଟାଗୋରୀ-୧ରେ ହାସଲ କରିଛି ।

ଏହି ପୁରସ୍କାର ଭାରତ ସରକାରଙ୍କ ପ୍ରଶାସନିକ ସୁଧାର ଏବଂ ସାଧାରଣ ଅଭିଯୋଗ ବିଭାଗର ଇ-ଗଭର୍ଣ୍ଣାସ୍‌ ଡିଭିଜନ୍ ପକ୍ଷରୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ୨୩ତମ ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାସ୍ ସମ୍ମିଳନୀରେ ମୁମ୍ବାଇଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗୋ ସ୍ବିଫ୍ଟ ପୋର୍ଟାଲ୍ ଏକ ସିଙ୍ଗଲ୍ ୱିଣ୍ଡୋ, ୱାନ୍‌-ଷ୍ଟପ୍‌ ସଲ୍ୟୁସନ୍ । ଏହା ଶିଳ୍ପ ପ୍ରକଳ୍ପ ଅନୁମୋଦନ ଏବଂ କ୍ଲିୟରାନ୍ସ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହି ପୋର୍ଟାଲ ନିବେଶକଙ୍କୁ ଆବଶ୍ୟକ ସହାୟତା ନିବେଶ ପ୍ରକ୍ରିୟାରେ ଉପଲବ୍ଧ କରାଇଥାଏ । ଏହି ପୋର୍ଟାଲର ୟୁଏସ୍‌ପିଏସ୍ ଗୋ-ପ୍ଲସ୍ ଟୁଲ୍ ଏକ ଅନ୍‌ ଲାଇନ୍ ଜିଆଇଏସ୍ ବେସଡ୍ ଇଣ୍ଡଷ୍ଟ୍ରିଆଲ ଲ୍ୟାଣ୍ଡ୍ ବ୍ୟାଙ୍କ ।

ଏହା ବିଶ୍ବବ୍ୟାପି ନିବେଶକଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଆବଶ୍ୟକ ଉପଯୁକ୍ତ ଜମି ସହାୟତା ଯୋଗାଇ ଦେଇଥାଏ । ସେହିପରି ଗୋ-ସ୍କାଇଲ୍ ସମାନ ସମୟରେ ବିଭିନ୍ନ ବିଭାଗ ଦ୍ବାରା ଚିନ୍ତାମୁକ୍ତ ଭାବେ ଶିଳ୍ପଗୁଡ଼ିକର ନିରୀକ୍ଷଣ ପ୍ରକ୍ରିୟାକୁ ନିଶ୍ଚିତ କରିଥାଏ । ଏହା ଦ୍ବାରା ସମୟ ଏବଂ ନିବେଶକ କମ୍ପାନୀଗୁଡ଼ିକର ଅର୍ଥ ଅପଚୟ ହୋଇ ନଥାଏ । ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ଏହି ସମାଧାନ ଉପଲବ୍ଧ ହେଉଛି । ଏହା ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ଦ୍ବାରା ବେଶ୍ ପରିଚିତି ହାସଲ କରିପାରିଛି । ସେହିପରି ପ୍ରୋତ୍ସାହନ ପ୍ରଶାସନ ମଧ୍ୟ ଅନ୍ ଲାଇନ୍‌ରେ ଏହି ପୋର୍ଟାଲ ସହିତ ସଂଯୁକ୍ତ ।

ଇଡ୍‌କୋର ଗୋ-ଆଇପାସ୍ ଦ୍ବାରା ଆବଣ୍ଟନ ପରବର୍ତୀ ସେବାଗୁଡ଼ିକ ଉପଲବ୍ଧ କରାଯାଇଥାଏ । ଦେଶର କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଉଦ୍ୟୋଗିକ ସୁବିଧା ସିଏସ୍‌ଆର୍ ପ୍ରଶାସନ ସହିତ ଶିଳ୍ପ ସଂସ୍ଥା ଗୁଡ଼ିକ ମାଧ୍ୟମରେ ସମ୍ପ୍ରସାରିତ କରାଇପାରିଛି । ଏହା ଗୋ ସ୍ବିଫ୍ଟରର ଅଂଶବିଶେଷ ଗୋ କେୟାର ଦ୍ବାରା ସମ୍ପନ୍ନ ହୋଇଥାଏ । ଗୋ ସ୍ବିଫ୍ଟ୍ ଏକ ଡିଜିଟାଲ ପ୍ଲାଟଫର୍ମ । ଏହାଦ୍ବାରା ଅଫ୍‌ ଲାଇନ୍ ଏବଂ ମାନୁଆଲ୍ ଇଂଟରଭେନଶନ୍ ପ୍ରଣାଳୀରେ ପରିବର୍ତ୍ତନ ଆଣିପାରିଛି । କାରଣ ଏଭଳି ପ୍ରଣାଳୀ ଦ୍ବାରା ଅଧିକ ସମୟ ଲାଗିବା ସହିତ କେତେକ ବାଧା ମଧ୍ୟ ଉତ୍ପନ୍ନ ହୋଇଥାଏ ।

ତେବେ ଗୋ ସ୍ବିଫ୍ଟ୍ ଏକ ଚିନ୍ତାମୁକ୍ତ ପେପରଲେସ୍‌ ପ୍ରଣାଳୀ । ଏହା ବ୍ୟବହାରକାରୀଙ୍କୁ ଏକ ଉତ୍ତରଦାୟୀ ଏବଂ ସ୍ବଚ୍ଛତାଯୁକ୍ତ ପ୍ରଣାଳୀ ସହିତ ଉପଯୁକ୍ତ ସମୟ ଭିତ୍ତିକ ସହାୟତା ମିଳିତ ଭାବେ ସମାନ ସମୟରେ ବହୁବିଧ କାର୍ଯ୍ୟରେ ଉପଲବ୍ଧ କରାଇପାରିଥାଏ । କିଛି ବର୍ଷ ତଳେ ଅନୁମୋଦନ ପାଇଁ ଲାଗୁଥିବା ୩୯୦ ଦିନର ସମୟ ସୀମାକୁ ସିଙ୍ଗଲ୍ ୱିଣ୍ଡୋ ଦ୍ବାରା
ଏବେ ୨୦ ଦିନକୁ କମାଇ ଦିଆଯାଇଛି ।

ଏଭଳି ଅଭିନବ ପ୍ରକ୍ରିୟା ଦ୍ବାରା ଓଡ଼ିଶା ଦେଶର ସମସ୍ତ ରାଜ୍ୟରେ ହେଉଥିବା ନିବେଶର ୧୮ ପ୍ରତିଶତ ହାସଲ କରିବାକୁ ସକ୍ଷମ ହୋଇପାରିଛି । ପୂର୍ବରୁ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକର ଏପ୍ରିଲ୍‌-ସେପ୍ଟେମ୍ବର ମଧ୍ୟରେ ମହାରାଷ୍ଟ୍ର ନିବେଶ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିଥିଲା । ତେବେ ଏହା ଏବେ ଓଡ଼ିଶାରେ ଜାରି ରହିଛି । ଭାରତ ସରକାର ଗୋ ସ୍ବିଫ୍ଟକୁ ଏକ ଶ୍ରେଷ୍ଠତମ ପ୍ରଣାଳୀ ଭାବେ ସ୍ୱୀକାର କରିଛନ୍ତି ଏବଂ ଅନ୍ୟ ରାଜ୍ୟରେ ଏହାର ସଫଳ ଉପଯୋଗ ଉପରେ ଗୁରୁତ୍ବାରୋପ କରୁଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

Intro:ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଏକକ ଝରକା ନିବେଶକ ସୁବିଧା ଏବଂ ଅନୁଧ୍ୟାନ ପୋର୍ଟାଲ ଗୋ ସ୍ୱିଫ୍ଟ୍ ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାସ୍‌ ସିଲଭର୍‌୍ ପୁରସ୍କାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ‘ଏକ୍ସଲେନ୍ସ ଇନ୍ ଗଭର୍ଣ୍ଣମେଂଟ୍ ପ୍ରୋସେସ୍ ରି-ଇଞ୍ଜିନିୟରିଂ ଫର୍ ଡିଜିଟାଲ୍ ଟ୍ରାନ୍ସ୍‌ଫରମେଶନ୍‌’ କ୍ୟାଟାଗୋରୀ-୧ରେ
ହାସଲ କରିଛି । ଏହି ପୁରସ୍କାର ଭାରତ ସରକାରଙ୍କ ପ୍ରଶାସନିକ ସୁଧାର ଏବଂ ସାଧାରଣ ଅଭିଯୋଗ ବିଭାଗର ଇ-ଗଭର୍ଣ୍ଣାସ୍‌ ଡିଭିଜନ୍ ପକ୍ଷରୁ ପ୍ରଦାନ ରାଯାଇଛି । ଏସମ୍ପର୍କରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ୨୩ତମ ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାସ୍ ସମ୍ମିଳନୀରେ ମୁମ୍ବାଇଠାରେ ଏହି
ପୁରସ୍କାର ପ୍ରଦାନ କରାଯାଇଛି । ଗୋ ସ୍ୱିଫ୍ଟ ପୋର୍ଟାଲ୍ ଏକ ସିଙ୍ଗଲ୍ ୱିଣ୍ଡୋ, ୱାନ୍‌-ଷ୍ଟପ୍‌ ସଲ୍ୟୁସନ୍ । ଏହା ଶିଳ୍ପ ପ୍ରକଳ୍ପ ଅନୁମୋଦନ ଏବଂ କ୍ଲିୟରାନ୍ସ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହି ପୋର୍ଟାଲ ନିବେଶକଙ୍କ୍‌ୁ ଆବଶ୍ୟକ ସହାୟତା ନିବେଶ ପ୍ରକ୍ରିୟାରେ ଉପଲବ୍ଧ କରାଇଥାଏ । ଏହି ପୋର୍ଟାଲର ୟୁଏସ୍‌ପିଏସ୍ ଗୋ-ପ୍ଲସ୍ ଟୁଲ୍ ଏକ ଅନ୍‌ ଲାଇନ୍ ଜିଆଇଏସ୍ ବେସଡ୍ ଇଣ୍ଡଷ୍ଟ୍ରିଆଲ ଲ୍ୟାଣ୍ଡ୍ ବ୍ୟାଙ୍କ । ଏହା ବିଶ୍ୱବ୍ୟାପି ନିବେଶକଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଆବଶ୍ୟକ ଉପଯୁକ୍ତ ଜମି ସହାୟତା ଯୋଗାଇ ଦେଇଥାଏ । ସେହିପରି ଗୋ-ସ୍କାଇଲ୍ ସମାନ ସମୟରେ ବିଭିନ୍ନ ବିଭାଗ ଦ୍ୱାରା ଚିନ୍ତାମୁକ୍ତ ଭାବେ ଶିଳ୍ପଗୁଡ଼ିକର ନିରୀକ୍ଷଣ ପ୍ରକ୍ରିୟାକୁ ନିଶ୍ଚିତ କରିଥାଏ । ଏହା ଦ୍ୱାରା ସମୟ ଏବଂ ନିବେଶକ ମ୍ପାନୀଗୁଡ଼ିକର ଅର୍ଥ ଅପଚୟ ହୋଇ ନ ଥାଏ । ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ଏହି ସମାଧାନ ଉପଲବ୍ଧ ହେଉଛି । ଏହା ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ଦ୍ୱାରା ବେଶ୍ ପରିଚିତି ହାସଲ କରିପାରିଛି । ସେହିପରି ପ୍ରୋତ୍ସାହନ ପ୍ରଶାସନ ମଧ୍ୟ ଅନ୍ ଲାଇନ୍‌ରେ ଏହି ପୋର୍ଟାଲ ସହିତ ସଂଯୁକ୍ତ । ଇଡ୍‌କୋର ଗୋ-ଆଇପାସ୍ ଦ୍ୱାରା ଆବଟଂନ ପରବର୍ତୀ ସେବାଗୁଡ଼ିକ ଉପଲବ୍ଧ କରାଯାଇଥାଏ । ଦେଶର କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଉଦ୍ୟୋଗିକ ସୁବିଧା ସିଏସ୍‌ଆର୍ ପ୍ରଶାସନ ସହିତ ଶିଳ୍ପ ସଂସ୍ଥା ଗୁଡ଼ିକ ମାଧ୍ୟମରେ ସମ୍ପ୍ରସାରିତ କରାଇପାରିଛି । ଏହା ଗୋ ସ୍ୱିଫ୍ଟରର ଅଂଶବିଶେଷ ଗୋ କେୟାର ଦ୍ୱାରା ସମ୍ପନ୍ନ ହୋଇଥାଏ । ଗୋ ସ୍ୱିଫ୍ଟ୍ ଏକ ଡିଜିଟାଲ ପ୍ଲାଟଫର୍ମ । ଏହାଦ୍ୱାରା ଅଫ୍‌ ଲାଇନ୍ ଏବଂ ମାନୁଆଲ୍ ଇଂଟରଭେନଶନ୍ ପ୍ରଣାଳୀରେ ପରିବର୍ତନ ଆଣିପାରିଛି । କାରଣ ଏଭଳି ପ୍ରଣାଳୀ ଦ୍ୱାରା ଅଧିକ ସମୟ ଲାଗିବା ସହିତ କେତେକ ବାଧା ମଧ୍ୟ ଉତ୍ପନ୍ନ ହୋଇଥାଏ । ତେବେ ଗୋ ସ୍ୱିଫ୍ଟ୍ ଏକ ଚିନ୍ତାମୁକ୍ତ ପେପରଲେସ୍‌ ପ୍ରଣାଳୀ । ଏହା ବ୍ୟବହାରକାରୀଙ୍କୁ ଏକ ଉତରଦାୟୀ ଏବଂ ସ୍ୱଚ୍ଛତାଯୁକ୍ତ ପ୍ରଣାଳୀ ସହିତ ଉପଯୁକ୍ତ ସମୟ ଭିତିକ ସହାୟତା ମିଳିତ ଭାବେ ସମାନ ସମୟରେ ବହୁବିଧ କାର୍ଯ୍ୟରେ ଉପଲବ୍ଧ କରାଇପାରିଥାଏ । କିଛି ବର୍ଷ ତଳେ ଅନୁମୋଦନ ପାଇଁ ଲାଗୁଥିବା ୩୯୦ ଦିନର ସମୟ ସୀମାକୁ ସିଙ୍ଗଲ୍ ୱିଣ୍ଡୋ ଦ୍ୱାରା
ଏବେ ୨୦ ଦିନକୁ କମାଇ ଦିଆଯାଇଛି ।

ଏଭଳି ଅଭିନବ ପ୍ରକ୍ରିୟା ଦ୍ୱାରା ଓଡ଼ିଶା ଦେଶର ସମସ୍ତ ରାଜ୍ୟରେ ହେଉଥିବା ନିବେଶର ୧୮ ପ୍ରତିଶତ ହାସଲ କରିବାକୁ ସକ୍ଷମ ହୋଇପାରିଛି । ପୂର୍ବରୁ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକର ଏପ୍ରିଲ୍‌-ସେପ୍ଟେମ୍ବର ମଧ୍ୟରେ ମହାରାଷ୍ଟ୍ର ନିବେଶ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିଥିଲା । ତେବେ ଏହା ଏବେ ଓଡ଼ିଶାରେ ଜାରି ରହିଛି । ଭାରତ ସରକାର ଗୋ ସ୍ୱିଫ୍ଟକୁ ଏକ ଶ୍ରେଷ୍ଠତମ ପ୍ରଣାଳୀ ଭାବେ ସ୍ୱୀକାର କରିଛନ୍ତି ଏବଂ ଅନ୍ୟ ରାଜ୍ୟରେ ଏହାର ସଫଳ ଉପଯୋଗ ଉପରେ ରୁତ୍ୱାରୋପ କରୁଛନ୍ତି ।
Body:kConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.