ETV Bharat / city

ଗ୍ରାହକ ବେଶରେ ଏଏସଆଇ, ଧରିଲେ ଗଞ୍ଜେଇ ବ୍ୟବସାୟୀ - ଗ୍ରାହକ ବେଶରେ ଏଏସଆଇ ଧରିଲେ ଗଞ୍ଜେଇ ବ୍ୟବସାୟୀ

ଖଣ୍ଡଗିରି ଥାନା ଏଏସଆଇ ନିରଞ୍ଜନ ମଲ୍ଲିକ ଗଞ୍ଜେଇ ଗ୍ରାହକ ବେଶରେ ଧରିଛନ୍ତି ଗଞ୍ଜେଇ ବ୍ୟବସାୟୀକୁ ।

ଗ୍ରାହକ ବେଷରେ ଗଞ୍ଜେଇ ବ୍ୟବସାୟୀକୁ ଧରିଲେ ଖଣ୍ଡଗିରି ଥାନା ଏଏସଆଇ
author img

By

Published : Sep 30, 2019, 8:58 PM IST

ଭୁବନେଶ୍ବର: ପୂଜା ପୁର୍ବରୁ ଧରପଗଡ । ଅପରାଧ ଓ ଅପରାଧିଙ୍କ ପଛରେ ପୋଲିସ ବାବୁ । ଗଞ୍ଜେଇ ବେପାରିକୁ ଧରିବାକୁ ନିଆରା ଢଙ୍ଗରେ ଅପରେସନ କରିଛି କମିସନରେଟ ପୋଲିସ ।

Ganja Seized In Bhubaneswar, 1Arrested
ଗ୍ରାହକ ବେଷରେ ଗଞ୍ଜେଇ ବ୍ୟବସାୟୀକୁ ଧରିଲେ ଖଣ୍ଡଗିରି ଥାନା ଏଏସଆଇ

ଖଣ୍ଡଗିରି ଥାନା ଏଏସଆଇ ନିରଞ୍ଜନ ମଲ୍ଲିକ ଗଞ୍ଜେଇ ଗ୍ରାହକ ବେଶରେ ଧରିଛନ୍ତି ଗଞ୍ଜେଇ ବ୍ୟବସାୟୀକୁ । ଗିରଫ ହୋଇଥିବା ବ୍ୟକ୍ତି ହେଉଛି ନୟାଗଡ ଇଟାମାଟିର ପ୍ରଫୁଲ୍ଲ ଜେନା । ଏହାସହ ତା'ଠାରୁ 38 କିଲୋ ଗଞ୍ଜେଇ ଏବଂ ନଗଦ 91 ହଜାରେ ଟଙ୍କା ଜବତ କରିଛି କମିସନରେଟ ପୋଲିସ ।

ତେବେ ଥାନାଠୁ ମାତ୍ର ଅଳ୍ପ କିଛି ଦୂରରେ ପଟ୍ରୋଲ ପମ୍ପ ପଛରେ ରହି ଗଞ୍ଜେଇର ଖୁଚୁରା ବ୍ୟବସାୟ କରୁଥିଲା ପ୍ରଫୁଲ୍ଲ । ସେ ବୁଲୁଥିବା ସମୟରେ ମଧ୍ୟ ନିଜ ପାଖରେ ଅଳ୍ପ ପରିମାଣର ଗଞ୍ଜେଇ ରଖୁଥିଲା । ପ୍ରଫୁଲ୍ଲକୁ ଧରିବା ପାଇଁ ଗ୍ରାହକ ବେଶରେ ଯାଇ ଏଏସଆଇ ବ୍ୟବସାୟୀ ପାଖରେ ପହଞ୍ଚିଥିଲେ । ଏହାସହ ଏକ କିଲୋ ଗଞ୍ଜେଇ ଦରକାର ଏବଂ ପୂଜାରେ ମିଳିବନି ତେଣୁ ଅଧିକ ଦରକାର କହି ଉକ୍ତ ବ୍ୟବସାୟୀର ବିଶ୍ବାସ ଜନ୍ମାଇଥିଲେ । ପରେ ଘରେ ଲୁଚାଇଥିବା ଗଂଜେଇ ସହ ତାକୁ ଗିରଫ କରିଥିଲା କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗଂଜଡ ବେଶରେ ଏଏସଆଇ,
ଧରିଲେ ଗଂଜେଇ ବ୍ଯବସାୟୀBody:

ପୁଜା ପୁର୍ବରୁ ଧରପଗଡ।ଅପରାଧ ଓ ଅପରାଧିଙ୍କ ପଛରେ ପୋଲିସ ବାବୁ।ଗଂଜେଇ ବେପାରିକୁ ଧରିବାକୁ ନିଆରା ଢଙ୍ଗରେ ଅପରେସନ କରିଛି କମିସନରେଟ ପୋଲିସ।ଖଣ୍ଡଗିରି ଥାନା ଏଏସଆଇ ନିରଂଜନ ମଲ୍ଲିକ ଗଂଜଡ ବେଷରେ ଧରିଛନ୍ତି ଗଂଜେଇ ବ୍ଯବସାୟୀ।ନୟାଗଡ ଇଟାମାଟିର ପ୍ରଫୁଲ ଜେନା ଗିରଫ କରିଛନ୍ତି।ତାଠାରୁ 38 କିଲୋ ଗଞ୍ଜେଇ ସହ ନଗଦ 91 ହଜାରେ ଟଙ୍କା ଜବତ କରିଛି କମିସନରେଟ ପୋଲିସ।ତେବେ ଥାନାଠୁ ମାତ୍ର କେଇବାଟ ଦୁରରେ ପଟ୍ରୋଲ ପମ୍ପ ପଛରେ ରହି ଗଂଜେଇ ଖୁଚୁରା ବ୍ଯବସାୟ କରୁଥିଲା ବ୍ଯବସାୟୀ।ଯେତେବେଳେ ବୁଲୁଥିଲା ପାଖରେ ଅଳ୍ପ ପରିମାଣର ଗଂଜେଇ ରଖୁଥିଲା। ହେଲେ ଧରିବା ପାଇଁ ଗଂଜଡ ବେଷରେ ଯାଇ ଏଏସଆଇ ଜଣକ ବ୍ଯବସାୟୀ ପାଖରେ ପହଂଚିଥିଲେ।ଏକ କିଲ ଦରକାର କହି ପୁଜାରେ ମିଳିବନି କହି ଅଧିକ ଦରକାର କହି ବ୍ଯବସାୟୀକୁ ବିଶ୍ବାସ ଜନ୍ମାଇଥିଲେ।ପରେ ଘରେ ଲୁଚାଇଥିବା ଗଂଜେଇ ସହ ତାକୁ ଗିରଫ କରିଥିଲା କମିସନରେଟ ପୋଲିସ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.