ETV Bharat / city

ପୋଲିସ ପଞ୍ଝାରୁ ବଞ୍ଚିବାକୁ ବାଂଲାଦେଶରେ ରହୁଥିଲା ଟିଟୋ - bhubaneswar

ଗ୍ୟାଙ୍ଗଷ୍ଟାର ଟିଟୋକୁ ବଡ ଝଟକା । ବେଆଇନ କାମରେ ସାହାଯ୍ୟ କରୁଥିବା ଟିଟୋର ଦୁଇ ଭାଇ ଓ ସଢୁକୁ ଜେଲ ପଠାଇଛି ଏସଟିଏଫ। ଅନ୍ୟପଟେ ଏକ ତଥ୍ଯ ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଅନେକ ସମୟରେ ଟିଟୋ ପୋଲିସ ସ୍କାନରରୁ ବର୍ତ୍ତିବାକୁ ବାଂଲାଦେଶରେ ଯାଇ ରହୁଥିଲା ବୋଲି ତଥ୍ୟ ପାଇଛି ଏସଟିଏଫ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 20, 2019, 8:37 PM IST

ଭୁବନେଶ୍ବର: ଗ୍ଯାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ବାଂଲାଦେଶୀ ଲିଙ୍କ । ଟିଟୋର ୨ ଭାଇ ଓ ସଢୁ ଗିରଫ ହେବା ପରେ ସେମାନଙ୍କ ଠାରୁ ଏଭଳି କିଛି ଲିଙ୍କ ପାଇଛି ଏସଟିଏଫ। ଏପରିକି ଅନେକ ସମୟରେ ଟିଟୋ ପୋଲିସ ସ୍କାନରରୁ ବର୍ତ୍ତିବାକୁ ବାଂଲାଦେଶରେ ଯାଇ ରହୁଥିଲା । ଏପରିକି ବାଂଲାଦେଶରେ ରହି ମଧ୍ଯ ସୁନା ସ୍ମଗଲିଂ କରୁଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେଠାରୁ କମ ଦରରେ ଆଣି ଏଠାରେ ଅଧିକ ଦାମରେ ବିକ୍ରି ହେଉଥିଲା ସୁନା । ତେବେ ଗିରଫ ହୋଇଥିବା ଦୁଇ ଭାଇ ସୟଦ ଆସଫାକ ଅଲ୍ଲି ଓରଫ ଜି. ବାବୁ , ସଢୁ ଅମଜାଦ ଦୁହେଁ ଟିଟୋକୁ ଅନେକ ବେଆଇନ ବାଲି ଟେଣ୍ଡର ଓ ମାଫିଆ ରାଜରେ ସାହାର୍ଯ୍ୟ ବି କରୁଥିଲେ । ଏପରିକି ଅପହରଣ ଓ ଦାଦାବଟି ଭଳି ସଙ୍ଗୀନ ମାମଲା ମଧ୍ଯ ସେମାନଙ୍କ ନାଁରେ ରହିଛି।

ଅନ୍ଯପଟେ ଗିରଫ ହୋଇଥିବା ସୟଦ ଇଫତିକାର ଅଲ୍ଲୀ ଟିଟୋର ଭାଇ ତା ନାଁରେ ନୟାପଲ୍ଲୀରେ ଜଣେ ଟାୟାର ଦୋକାନୀ ସେଖ ଚୁରହାକୁ ୨୦୦୫ରେ ଷ୍ଟୁଆର୍ଟ ସ୍କୁଲ ନିକଟରେ ହତ୍ଯା କରିଥିଲା । ଅନ୍ଯପଟେ ଟିଟୋକୁ ଅନେକ ଅପରାଧରେ ସହଯୋଗ କରୁଥିଲା । ତେବେ ଏମାନଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଥିଲା । କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଏମାନଙ୍କୁ ଜେଲ ହୋଇଛି ।

ତେବେ ସବୁଠୁ ବଡ କଥା ହେଉଛି ଏମାନେ ଅନେକ ସମୟରେ ପୋଲିସ ସ୍କାନରରୁ ଫେରାର ଥିଲେ। ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ରହୁଥିଲେ। ତେବେ ଇଦରେ ଆସିଥିବା ସମୟରେ ସୁରାକ ଲାଗିଥିଲା ଏସଟିଏଫ ହାତରେ । ଯାହାକୁ ନେଇ ନିଜ ନେଟୱାର୍କର ଜାଲ ବିଛାଇ ଏମାନଙ୍କୁ ରାତି ଅଧରେ ଗିରଫ କରିବାରେ ସକ୍ଷମ ହୋଇଥିଲେ ଏସଟିଏଫ ଟିମ । ଏମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଅନେକ ତଥ୍ଯ ଏବେ ପଦାକୁ ଆସିବା ପରେ ଏବେ ଟିଟୋର ବାଂଲାଦେଶୀ ଲିଙ୍କ ଓ ବେଆଇନ ଖଣି ଖାଦାନ ସମ୍ପର୍କରେ ଖୋଳତାଡ କରିଫ ଏସଟିଏଫ। ତେବେ ଖୁବଶିଘ୍ର ଟିଟୋକୁ ରିମାଣ୍ଡରେ ଆଣିପାରେ ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଗ୍ଯାଙ୍ଗଷ୍ଟାର ଟିଟୋର ବାଙ୍ଗଲାଦେଶି ଲିଙ୍କBody:ଗ୍ଯାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲିର ବାଙ୍ଗଲା ଦେଶି ଲିଙ୍କ। ଟିଟୋର ୨ଭିଣୋଇ ଓ ଭାଇ ଗିରଫ ପରେ ସେମାନଙ୍କ ଠାରୁ ଏଭଳି କିଛି ଲିଙ୍କ ପାଇଛି ଏସଟିଏଫ। ଏପରିକି ଅନେକ ସମୟରେ ଟିଟୋ ପୋଲିସ ସ୍କାନରରୁ ବର୍ତିବାକୁ ବାଙ୍ଗଲାଦେଶରେ ଯାଇ ରହୁଥିଲା। ଏପରିକି ବାଙ୍ଗଲାଦେଶରେ ରହି ମଧ୍ଯ ସୁନା ସ୍ମଗଲିଂ କରୁଥିଲା। ସେଠାରୁ କମ ଦରରେ ଆଣି ଏଠାରେ ଉଚାରେ ବିକ୍ରି କରୁଥିଲା। ତେବେ ଗିରଫ ହୋଇଥିବା ଦୁଇ ଭିଣୋଇ ସୟଦ ଆସଫାକ ଅଲ୍ଲି ଓରଫ ଜେଇଇ ବାବୁ,ଏବଂ ଅମଜାଦ ଖାନ ଦୁହେଁ ଟିଟୋକୁ ଅନେକ ବେଆଇନ ବାଲି ଟେଣ୍ଡର ଓ ମାଫିଆରାଜରେ ସାହାର୍ଯ କରୁଥିଲେ। ଏପରିକି ଅପହରଣ ଓ ଦାଦାବଟି ଭଳି ସଂଗିନ ମାମଲା ମଧ୍ଯ ସେମାନଙ୍କ ନାରେ ରହିଛି। ଅନ୍ଯପଟେ ଗିରଫ ହୋଇଥିବା ସୟଦ ଇଫେତକହାର ଅଲି ଓରଫ ଚିଟୋ ଯେକି ଟିଟୋର ଭାଇ । ତା ନାରେ ନୟାପଲ୍ଲିରେ ଜଣେ ଟାୟାର ଦୋକାନି ସେଖ ଚୁରହା କୁ ୨୦୦୫ରେ ଷ୍ଟୁଆର୍ଟ ସ୍କୁଲ ନିକଟରେ ହତ୍ଯା କରିଥିଲା।ଅନ୍ଯପଟେ ଟିଟୋକୁ ଅନେକ ଅପରାଧରେ ସହଯୋଗ କରୁଥିଲା। ତେବେ ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ତେବେ ସବୁଠୁ ବଡ କଥା ହେଉଛି ଏମାନେ ଅନେକ ସମୟରେ ପୋଲିସ ସ୍କାନରରୁ ଫେରାର ଥିଲେ। ବାଙ୍ଗାଲୋର ଓ ହାଇଦ୍ରାବାଦରେ ରହୁଥିଲେ। ତେବେ ଇଦରେ ଆସିଥିବା ସମୟରେ ସୁରାକ ଲାଗିଥିଲା ଅସଟିଏଫ ହାତରେ । ଯାହାକୁ ନେଇ ନିଜ ନେଟୱର୍କର ଜାଲ ବିଛାଇ ଏମାନଙ୍କୁ ରାତି ଅଧରେ ଗିରଫ କରିବାରେ ସକ୍ଷମ ହୋଇଥିଲେ ଏଷଟିଏଫ ଟିମ।ଏମାନଙ୍କ ଠାରୁ ଏକ ଦେଶି ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ଗିରଫ ପରେ ଅନେକ ତଥ୍ଯ ପଦାକୁ ଆସିବା ପରେ ଏବେ ଟିଟୋର ବାଙ୍ଗଲାଦେଶି ଲିଙ୍କ ଓ ବେଆଇନ ଖଣି ଖାଦାନ ସମ୍ପର୍କରେ ଖୋଳତାଡ କରିଫ ଏସଟିଏଫ।ତେବେ ଖୁବଶିଘ୍ର ଟିଟୋକୁ ରିମାଣ୍ଡରେ ଆଣିପାରେ ଏସଟିଏଫ ଟିମ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.