ETV Bharat / city

Gangpur IIC Suspicious Death Case: ନିରପେକ୍ଷ ତଦନ୍ତ ପାଇଁ NHRCରେ ଅଭିଯୋଗ

author img

By

Published : Apr 3, 2022, 8:35 PM IST

ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କଲା ଭାରତୀୟ ବିକାଶ ପରିଷଦ। ଅଧିକ ପଢନ୍ତୁ

Gangpur IIC Suspicious Death Case ; ନିରପେକ୍ଷ ତଦନ୍ତ ପାଇଁ NHRCରେ ଅଭିଯୋଗ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କଲା ଭାରତୀୟ ବିକାଶ ପରିଷଦ ।

ଚଳିତ ବର୍ଷ ୨୫ ମାର୍ଚ୍ଚରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାର ଜଣେ କର୍ତ୍ତବ୍ୟନିଷ୍ଠ ଆଇଆଇସି ଦେବ କୁମାର ଗମାଙ୍ଗଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ଆଇଆଇସି ଦେବ କୁମାର ଗମାଙ୍ଗ ତାଙ୍କ ନିଜ ରିଭରବଲରୁ ଗୁଳିଫୁଟି ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତେବେ ଏ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି।

ମାନ୍ୟବର କମିଶନଙ୍କ ନିକଟରେ ଦାବି ହୋଇଛି ଯେ, ମାନ୍ୟବର କମିଶନ ଟିମ ତଦନ୍ତ କଲେ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ମାମଲାର ଉଚିତ ତଦନ୍ତ ହୋଇପାରିବ । ଏବଂ ଦେବ କୁମାର ଗମାଙ୍ଗଙ୍କ ପରିବାରକୁ ନ୍ୟାୟ ମିଳିପାରିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.