ETV Bharat / city

ମିଠା ପ୍ୟାକେଟ ପରି ଚାଲାଣ ହେଉଥିଲା ମାଂସ, ଗୋମାଂସ ସନ୍ଦେହରେ ଟ୍ରକ ଅଟକାଇଲେ ଲୋକ - ଗୋମାଂସ ଚାଲାଣ ସନ୍ଦେହ

ଇନଫୋ ଭ୍ୟାଲି ଥାନା କାଇମାଟିଆରେ ଗୋମାଂସ ସନ୍ଦେହରେ ଟ୍ରକ ଅଟକାଇଲେ ଲୋକ । ଦେଢ ଟନ ମାଂସ ଜବତ କଲା ପୋଲିସ । ଅଧିକ ପଢନ୍ତୁ

ମିଠା ପ୍ୟାକେଟ ପରି ଚାଲାଣ ହେଉଥିଲା ମାଂସ, ଗୋମାଂସ ସନ୍ଦେହରେ ଟ୍ରକ ଅଟକାଇଲେ ଲୋକ

author img

By

Published : Mar 13, 2022, 10:36 AM IST

ଭୁବନେଶ୍ବର: ମିଠା ପ୍ୟାକେଟ ପରି ଚାଲାଣ ହେଉଥିଲା ମାଂସ । ଗୋମାଂସ ସନ୍ଦେହରେ ଟ୍ରକ ଅଟକାଇଲେ ଲୋକ। ଟ୍ରକ ଭିତରୁ ଦେଢ ଟନ ମାଂସ ଜବତ କଲା ପୋଲିସ। ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଏକ ଟ୍ରକରୁ ସବୁ ମାଂସ ପ୍ୟାକେଟ ଜବତ ହୋଇଛି ।

ମିଠା ପ୍ୟାକେଟ ପରି ଚାଲାଣ ହେଉଥିଲା ମାଂସ, ଗୋମାଂସ ସନ୍ଦେହରେ ଟ୍ରକ ଅଟକାଇଲେ ଲୋକ

ସୂଚନାଅନୁଯାୟୀ ଗତରାତି ପ୍ରାୟ ୧୧ଟା ସମୟରେ ଫ୍ରୋଜନ ମଟନ ଲେଖା ଥିବା ୧୦୦ରୁ ଉର୍ଦ୍ଧ୍ବ ମାଂସ ପ୍ୟାକେଟ ନେଇ ଏକ ଟ୍ରକ ଯାଉଥିବା ବେଳେ ଗୋମାଂସ ଚାଲାଣ ସନ୍ଦେହରେ କାଇମାଟିଆରେ ସ୍ଥାନୀୟ ଲୋକେ ଅଟକାଇଥିଲେ । ଏନେଇ ଖବର ପାଇ ଇନଫୋ ଭ୍ୟାଲି ଥାନା ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ହେପାଜତକୁ ନେଇ ଜବତ ମାଂସ ପ୍ୟାକେଟ ଗୋମାଂସ ନା ଫ୍ରୋଜନ ମଟନ ସେନେଇ ତନାଘନା ଚଳାଇଛି ପୋଲିସ।

ତେବେ ଛାଟିଆ ବାଟ ଦେଇ ଗୋମାଂସ କଲିକତାରୁ ଚେନ୍ନାଇ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି। ଭୁବନେଶ୍ୱର କାଇମାଟିଆ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ପାଖରେ ଗାଡିଟିକୁ ଜବତ କରିଥିଲେ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା । ଏକ ୧୨ ଚକିଆ କଣ୍ଟେନରରେ ଏପରି ଚାଲାଣ ହେଇଥିବା ବଜରଙ୍ଗ ଦଳ ଅଭିଯୋଗ କରିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.