ETV Bharat / city

ଗାଡି ଯାଞ୍ଚ ବେଳେ ଏଣିକି ଦେଖାଇ ପାରିବେ ଅନଲାଇନ ଡକ୍ୟୁମେଣ୍ଟ - ଓଡିଶା ପରିବହନ କମିଶନର

ଏଣିକି ଗାଡି କାଗଜପତ୍ର ଯାଞ୍ଚ ବେଳେ ଉଭୟ ଅନଲାଇନ ଓ ପାଖରେ ଥିବା କାଗଜପତ୍ର ଦେଖାଇ ପାରିବେ ଗାଡି ଚାଳକ । ଏନେଇ ପରିବହନ କମିଶନର ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 10, 2019, 11:25 PM IST

ଭୁବନେଶ୍ବର: ଏଣିକି ଗାଡି କାଗଜପତ୍ର ଯାଞ୍ଚ ବେଳେ ଉଭୟ ଅନଲାଇନ ଓ ପାଖରେ ଥିବା କାଗଜପତ୍ର ଦେଖାଇ ହେବ । ଡିଜି ଲକର ଓ ‘ଏମ ପରିବହନ’ ଭଳି ଆପ ଦେଖାଇପାରିବେ ଚାଳକ । ପରିବହନ କମିଶନର ଏନେଇ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

ବିଶେଷ କରି ଲାଇସେନ୍ସ ଓ ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏହି ଆପରେ ଉପଲବ୍ଧ ହେଉଛି । ଅନେକ ଗାଡି ଚାଳକ ଏହାକୁ ପ୍ରମାଣ ଭାବେ ଦେଖାଇ ହେବ କି ନାହିଁ ତାକୁ ନେଇ ଦ୍ଵନ୍ଦରେ ପଡ଼ିଥିଲେ । ହେଲେ ନିଜେ ପରିବହନ କମିଶନର ଏହା ସ୍ପଷ୍ଟ କରିଛନ୍ତି । ଏନେଇ ସେ ସବୁ ଏସପି, ଡିସିପି, ଆରଟିଓଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଏଣିକି ଗାଡି କାଗଜପତ୍ର ଯାଂଚ ବେଳେ ଉଭୟ ଅନଲାଇନ ଓ ପାଖରେ ଥିବା କାଗଜପତ୍ର ଦେଖାଇ ହେବ। ଡିଜି ଲକର ଓ ଏମ ପରିବହନ ଭଳି ଆପ ଦେଖାଇପାରିବେ ଚାଳକ। ବିଶେଷ କରି ଲାଇସେନ୍ସ ଓ ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏହି ଆପରେ ଉପଲବ୍ଧ ହେଉଛି। ଅନେକ ଗାଡି ଚାଳକ ଏହାକୁ ପ୍ରମାଣ ଭାବେ ଦେଖାଇ ହେବ କି ନାହିଁ ତାକୁ ନେଇ ଦ୍ଵନ୍ଦରେ ପଡ଼ିଥିଲେ। ହେଲେ ନିଜେ ପରିବହନ କମିଶନର ଏହା ସ୍ପଷ୍ଟ କରିଛନ୍ତି। ଏନେଇ ସେ ସବୁ ଏସପି, ଡିସିପି, ଆର୍ଟିଓ ଙ୍କୁ ଚିଠି ଲେଖି ଜଣାଇଛନ୍ତି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.