ଭୁବନେଶ୍ବର: ଅନ୍ୟ ରାଜ୍ୟ ଭଳି ଓଡିଶାରେ ମାଗଣା କୋଭିଡ୍ ଟିକା ମିଳୁ । କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଟିକାକରଣରେ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ମିଳିବା ନେଇ ଘୋଷଣା କରିଛନ୍ତି । ମେ’ ପହିଲାରୁ ଏହି ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହେବ । ତେବେ ଓଡିଶା ମଧ୍ୟ ମାଗଣା ଟିକା ଦେବା ଦରକାର ।
-
FREE VACCINES must be provided to those who are above 18 years in Odisha.
— Aparajita Sarangi, Member of Parliament (@AprajitaSarangi) April 23, 2021 " class="align-text-top noRightClick twitterSection" data="
When Bihar, Assam and Uttar Pradesh have announced free vaccines,why not Odisha? Why this delay in this decision?
We are waiting.@narendramodi @AmitShah @JPNadda @BJP4Odisha @BJP4India @drharshvardhan
">FREE VACCINES must be provided to those who are above 18 years in Odisha.
— Aparajita Sarangi, Member of Parliament (@AprajitaSarangi) April 23, 2021
When Bihar, Assam and Uttar Pradesh have announced free vaccines,why not Odisha? Why this delay in this decision?
We are waiting.@narendramodi @AmitShah @JPNadda @BJP4Odisha @BJP4India @drharshvardhanFREE VACCINES must be provided to those who are above 18 years in Odisha.
— Aparajita Sarangi, Member of Parliament (@AprajitaSarangi) April 23, 2021
When Bihar, Assam and Uttar Pradesh have announced free vaccines,why not Odisha? Why this delay in this decision?
We are waiting.@narendramodi @AmitShah @JPNadda @BJP4Odisha @BJP4India @drharshvardhan
ବିହାର, ଉତ୍ତରପ୍ରଦେଶ, ଆସାମ ଭଳି ରାଜ୍ୟ ମାଗଣା ଟିକା ଦେବା ନେଇ ଘୋଷଣା କରିଥିବା ବେଳେ ଓଡିଶା ଏନେଇ କେବେ ଘୋଷଣା କରିବ ? ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ କରି ରାଜ୍ୟ ସରାକରଙ୍କୁ ଏହି ପ୍ରଶ୍ନ କରିଛନ୍ତି ।
ଦେଶରେ ଭୟଙ୍କର ସ୍ଥିତିରେ କୋରୋନାର ଦ୍ବିତୀୟ ଲହର । ଦୈନିକ ସଂକ୍ରମଣ ଦେଶରେ 3 ଲକ୍ଷ ଟପୁଛି । ଯାହାକୁ ନେଇ ଭୟଭିତ ହୋଇପଡିଛନ୍ତି ସଭିଏଁ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶର ବିଭିନ୍ନ ରାଜ୍ୟ ମାଗଣା ଭ୍ୟାକ୍ସିନ ଦେବା ନେଇ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ