ETV Bharat / city

AICC ସବ୍-କମିଟିରେ ପ୍ରସାଦ ହରିଚନ୍ଦନ

author img

By

Published : Nov 6, 2021, 7:33 AM IST

AICCର ସବ-କମିଟିରେ ସ୍ଥାନ ପାଇଲେ ପ୍ରସାଦ ହରିଚନ୍ଦନ । ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ କଂଗ୍ରେସ ପକ୍ଷରୁ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ତୁଲାଇବ ସବ-କମିଟି । ଅଧିକ ପଢନ୍ତୁ...

AICC ସବ୍-କମିଟିରେ ପ୍ରସାଦ ହରିଚନ୍ଦନ
AICC ସବ୍-କମିଟିରେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ବର: ସ୍ବାଧୀନ ଭାରତକୁ ପୁରୁଛି 75 ବର୍ଷ । ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଛି ସାରା ଦେଶ ଏହି ଅବସରରେ ସର୍ବଭାରତୀୟ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କାର୍ଯ୍ୟକ୍ରମର ସଠିକ୍ କ୍ରିୟାନ୍ବୟନ ପାଇଁ କଂଗ୍ରେସ ଏକ ସବ-କମିଟି ଗଠନ କରିଛି । ଯେଉଁଥିରେ ଓଡିଶାରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସ୍ଥାନ ପାଇଛନ୍ତି ।

ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ପାଳନ ପାଇଁ ଜାତୀୟ କଂଗ୍ରେସ ନାଚ,ଗୀତ, କଳା, ସଂସ୍କୃତି, କୁଇଜ, ବକ୍ତୃତା ଆଦି କାର୍ଯ୍ୟକ୍ରମ ଆନୁଷ୍ଠିତ କରିବ । ଏହି କାର୍ଯ୍ୟକ୍ରମକୁ ସୂଚାର ରୂପେ କରିବାକୁ ଦଳ 29 ଜଣିଆ ସବ କମିଟି ଗଠନ କରିଛି । ଏହି କମିଟିରେ ପ୍ରସାଦ ହରିଚନ୍ଦନ ରହିଛନ୍ତି ।

ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.