ETV Bharat / city

ପୂର୍ବତନ ଆଇଏଏସ ଅଫିସରଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ଆଇଏଏସ ଅଫିସର ଲାବନ୍ୟନ୍ଦୁ ମାନସିଂହଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ ଗୁଜୁରାଟ କ୍ୟାଡେରର ଆଇଏସ ଅଫିସର ରହିଥିଲେ । ଅଧିକ ପଢନ୍ତୁ...

author img

By

Published : May 3, 2021, 4:18 PM IST

cm Naveen pattnaik condolence
ପୂର୍ବତନ ଆଇଏଏସ ଅଫିସରଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବତନ ଆଇଏଏସ ଅଫିସରଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ଆଇଏଏସ ଅଫିସର ଲାବନ୍ୟନ୍ଦୁ ମାନସିଂହଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ଭଳି ଦୁଃଖ ସମୟରେ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

  • Saddened to know about the passing away of former IAS officer from #Odisha, Labanyendu Mansingh. My thoughts and prayers with the bereaved family members and friends.

    — Naveen Patnaik (@Naveen_Odisha) May 3, 2021 " class="align-text-top noRightClick twitterSection" data=" ">

ସେ କୋରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ସୋମବାର ସକାଳେ ମୃତ୍ୟୁବରଣ କରିଛନ୍ତି । ସୂଚନାଥାଉକି 1970 ବ୍ୟାଚର ଆଇଏଏସ ଅଫିସର ଲାବନ୍ୟନ୍ଦୁ ମାନସିଂହ ଆଜି ଦିଲ୍ଲୀରେ ପରଲୋକ ହୋଇଛି । ସେ ଗୁଜୁରାଟ କ୍ୟାଡେରର ଆଇଏଏସ ଅଫିସର ରହିଥିଲେ । ଏହା ସହ କେନ୍ଦ୍ରରେ ବିଭିନ୍ନ ବିଭାଗର ଉଚ୍ଚପଦ ପଦବୀରେ କାର୍ଯ୍ୟ କରିଛନ୍ତି । ସେ 2006 ମସିହାରେ ପ୍ରଶାସନିକ ସେବାରୁ ଅବସର ନେଇଥିଲେ ।

ଲାବନ୍ୟନ୍ଦୁ ମାନସିଂହ ହେଉଛନ୍ତି ଓଡିଶାର ପୂର୍ବତନ ପ୍ରଶାସକ ତଥା ଲେଖକ ମାୟାଧର ମାନସିଂହଙ୍କ ସାନ ପୁଅ । ତାଙ୍କ ବଡ ଭାଇ ଲଳିତ ମାନସିଂହ ମଧ୍ୟ ଭାରତର ବୈଦେଶିକ ପ୍ରଶାସନିକ ସେବାରେ କାର୍ଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.