ETV Bharat / city

‘ଗୋଟିଏ ଦେଶ ଗୋଟିଏ ଭାଷା’: ମନକଥା କହିଲେ ତଥାଗତ

ଗୃହମନ୍ତ୍ରୀଙ୍କ ଗୋଟିଏ ଦେଶ ଗୋଟିଏ ଭାଷା ମନ୍ତବ୍ୟ ଉପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ହିନ୍ଦୀ ଭାଷାକୁ କାହା ଉପରେ ଲଦି ଦିଆଯିବା ଉଚିତ ନୁହେଁ ବୋଲି ପୂର୍ବତନ ସାଂସଦ ତଥାଗତ ଶତପଥୀ କହିଛନ୍ତି ।

author img

By

Published : Sep 17, 2019, 9:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ହିନ୍ଦୀ ଭାଷା କାହା ଉପରେ ଲଦି ଦିଆ ନଯାଉ । ମାତୃଭାଷା ବ୍ୟତୀତ ଅନ୍ୟାନ୍ୟ ବିଷୟ ହିନ୍ଦୀରେ ପଢିଲେ ଆମର ଦୁଇ ତିନି ପିଢି ପରେ ଓଡିଆ ଭାଷାର ଅବସ୍ଥା କଣ ହେବ? ଗୋଟିଏ ଦେଶ ଗୋଟିଏ ଭାଷା ଲାଗୁ ଉପରେ ଗୃହମନ୍ତ୍ରୀ ଗୁରୁତ୍ବାରୋପ କରିବା ପରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ ଆହୁରି କହିଛନ୍ତି, ହିନ୍ଦୀ ଭାଷା ତା ବାଟରେ ରହିଥାଉ । କିନ୍ତୁ ଭାରତରେ ବହୁ ଭାଷା ଓ ସଂସ୍କୃତି ରହିଛି । ବିଭିନ୍ନ ରାଜ୍ୟର ଭାଷା ଅଲଗା । ଏହା ହେଉଛି ଆମ ବିଭିନ୍ନତାର ମଧ୍ୟରେ ଏକତା । ଏଭଳି ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଯେ କୌଣସି ଲୋକ ଚେଷ୍ଟା କରୁଛି ସମସ୍ତେ ବିରୋଧ କରିବା ଉଚିତ୍‌ । ହିନ୍ଦୀ ଭାଷାକୁ କେହି ବିରୋଧ କରୁ ନାହାନ୍ତି କିନ୍ତୁ ଏହାକୁ କାହା ଉପରେ ଲଦି ଦିଆଯାଉ ନାହିଁ ବୋଲି ତଥାଗତ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କେନ୍ଦ୍ର ଗୃହମନ୍ତ୍ରୀ ନିକଟରେ ଗୋଟିଏ ଦେଶ ଗୋଟିଏଭାଷା ଲାଗୁପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।ଏନେଇ ଅମିତ ଶାହାଙ୍କ ପ୍ରତିକ୍ରିୟା ଆସିବା ପରେ ବିଭିନ୍ନ ରାଜନୈତିକ ଦଳ ର ନେତା ଓ ଭାଷା ପ୍ରେମି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଆଜି ଏନେଇ ପୂର୍ବତନ ସାଂସଦ ତଥାଗତ ଶତପଥୀ କହିଛନ୍ତି ଯେ ,ହୀନ୍ଦୀ ଭାଷାକୁ କେହି ବିରୋଧ କରୁନାହାନ୍ତି ।
Body:ହୀନ୍ଦୀ ଭାଷା ତା ବାଟରେ ରହିଥାଉ ।କିନ୍ତୁ ୱଭାରତରେ ବହୁ ଭାଷା ଓ ସଂସ୍କୃତି ରହିଛି ।ବିଭିନ୍ନ ରାଜ୍ୟରେ ଭାଷା ଅଲଗା ।ଏହା ହେଉଛି ଆମ ବିଭିନ୍ନତା ର ମଧ୍ୟରେ ଏକତା ।ଏଭଳି ସୈନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଯେ କୈଣସି ଲୋକ ଚେଷ୍ଟା କରୁଛି ସମସ୍ତେ ବିରୋଧ କରିବା ଉଚିତ ।Conclusion:ହୀନ୍ଦୀ ଭାଷା କୁ ଏହାକୁ ଲଦି ଦିଆ ନଜାଉ ।ଏହା କରାଗଲେ ଆମେ ସାହିତ୍ୟ ବ୍ୟାତିତ ଅନ୍ୟ ବିଷୟ ହିନ୍ଦୀ ରେ ପଢିବ ଫଳରେ ଆମର ଦୁଇତିନି ପଢି ପରେ ଓଡ଼ିଆ ଭାଷାର ଅବସ୍ଥା କଣ ହେବ ।ହିନ୍ଦୀ ଜାତୀୟ ଭାଷା ଆଞ୍ଚଳିକ ଭାଷାର ଗୁରୁତ୍ୱ କମିବ। ହିନ୍ଦୀ ଭାଷା କାହା ଉପରେ ଲଦା ନ ଯାଉ। ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ପ୍ରତିକ୍ରିୟାଦେଇ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.