ଭୁବନେଶ୍ବର: ବଲାଙ୍ଗୀରର ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ । ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।
-
Shri Nityananda Mishra, former MP and former President of OPCC, was a true Congressman. His demise is a great loss to the party. May Lord Jagannath grant peace to the departed soul. My deepest condolences to his family. 🙏 pic.twitter.com/MZ2UPzulnN
— Niranjan Patnaik (@NPatnaikOdisha) July 22, 2021 " class="align-text-top noRightClick twitterSection" data="
">Shri Nityananda Mishra, former MP and former President of OPCC, was a true Congressman. His demise is a great loss to the party. May Lord Jagannath grant peace to the departed soul. My deepest condolences to his family. 🙏 pic.twitter.com/MZ2UPzulnN
— Niranjan Patnaik (@NPatnaikOdisha) July 22, 2021Shri Nityananda Mishra, former MP and former President of OPCC, was a true Congressman. His demise is a great loss to the party. May Lord Jagannath grant peace to the departed soul. My deepest condolences to his family. 🙏 pic.twitter.com/MZ2UPzulnN
— Niranjan Patnaik (@NPatnaikOdisha) July 22, 2021
ନିତ୍ୟାନନ୍ଦ ମିଶ୍ର ବଲାଙ୍ଗୀରର ସାଂସଦ ସହ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଥିଲେ । ନିତ୍ୟାନନ୍ଦଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ନିତ୍ୟାନନ୍ଦ ଜଣେ ସଚ୍ଚୋଟ କଂଗ୍ରେସମ୍ୟାନ ଥିଲେ । ତାଙ୍କ ବିୟୋଗ ଦଳ ପାଇଁ ଏକ ବିରାଟ କ୍ଷତି ବୋଲି କହିଛନ୍ତି ପିସିସି ସଭାପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ