ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଫସ ଅଫିସର ସିଦ୍ଧାନ୍ତ ଦାସଙ୍କୁ ରିୟଲ ଇଷ୍ଟେଟ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଅଥୋରିଟି(ଆରଇଆରଏ)ର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
![ସିଦ୍ଧାନ୍ତ ଦାସ ହେଲେ ରେରା ଅଧ୍ୟକ୍ଷ](https://etvbharatimages.akamaized.net/etvbharat/prod-images/od-bbs-5-reragotnewboss-avo-7205239_18072020164232_1807f_1595070752_625.jpg)
ସିଦ୍ଧାନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଥିଲେ । ସେ ମଧ୍ୟ ଜାତୀୟ ଗ୍ରୀନ ଟ୍ରିବୁନାଲର ବିଶେଷଜ୍ଞ ସଭ୍ୟ ଭାବରେ କାର୍ଯ୍ୟ ତୁଲାଉଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ