ETV Bharat / city

CAMPA ଟଙ୍କା ଖର୍ଚ୍ଚ ନେଇ ଗୃହରେ ବିବୃତି ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ - ବିକ୍ରମ କେଶରୀ ଆରୁଖ

CAMPA ଯୋଜନାରେ କେନ୍ଦ୍ରରୁ ରାଜ୍ୟକୁ ମିଳିଥିବା ଟଙ୍କା କିପରି ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ସେନେଇ ଗୃହରେ ବିବୃତି ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 30, 2019, 2:47 PM IST

ଭୁବନେଶ୍ବର: CAMPA(Compensatory Afforestation Fund Management and Planning Authority) ଯୋଜନାରେ କେନ୍ଦ୍ରରୁ ରାଜ୍ୟକୁ ମିଳିଥିବା 2644 କୋଟି 15 ଲକ୍ଷ ଟଙ୍କାର ବିନିଯୋଗ ରାଜ୍ୟ ସରକାର କିଭଳି ଭାବେ କରିଛନ୍ତି ଓ ଆଗାମୀ ଦିନ ପାଇଁ କଣ ଯୋଜନା ସବୁ ପ୍ରସ୍ତୁତ କରିଛନ୍ତି ସେନେଇ ମଙ୍ଗଳବାର ଗୃହର ପ୍ରଶ୍ନ ଉଠିଥିଲା। ଏନେଇ ଗୃହରେ ସମସ୍ତ ତଥ୍ୟ ଉପସ୍ଥାପନା କରଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2019 ଜୁନ ମାସ ସୁଦ୍ଧା 2548 କୋଟି 80 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। CAMPA ଟଙ୍କାରେ ଏ ପର୍ଯ୍ୟନ୍ତ 2,94,055 ହେକ୍ଟର ଜଙ୍ଗଲରେ ବୃକ୍ଷ ରୋପଣ ହୋଇଛି । 7,44,784 ହେକ୍ଟରରେ ବାଉଁଶ ଜଙ୍ଗଲ, 1,79,601 ହେକ୍ଟର ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷ ରୋପଣ କରାଯାଇଛି।

ଏହାସହ 248 ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ, 197 ବନାଞ୍ଚଳ ଅଧିକାରୀଙ୍କ ବାସଗୃହ, 583 ବନପାଳଙ୍କ ଆବାସିକ କାର୍ଯ୍ୟାଳୟ, 1699 ବନରକ୍ଷୀଙ୍କ ବାସଗୃହ, 1533 ଜଳାଶୟ, 39 ମେଗା ନର୍ସରୀ ପ୍ରତିଷ୍ଠା ହୋଇଛି ବୋଲି ଗୃହରେ ତଥ୍ୟ ରଖିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:CAMPAଯୋଜନାରେ କେନ୍ଦ୍ରରୁ ରାଜ୍ୟକୁ ମିଳିଛି 2644 କୋଟି 15 ଲକ୍ଷ ଟଙ୍କା। 2019 ଜୁନ ମାସ ସୁଦ୍ଧା 2548 କୋଟି 80 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
CAMPA ଟଙ୍କାରେ ଏ ପର୍ଯ୍ୟନ୍ତ 2,94,055 ହେକ୍ଟର ଜଙ୍ଗଲରେ ବୃକ୍ଷ ରୋପଣ, 7,44,784 ହେକ୍ଟର ବାଉଁଶ ଜଙ୍ଗଲ, 1,79,601 ହେକ୍ଟର ଅନ୍ୟାନ୍ୟ ଜଙ୍ଗଲ ବୃକ୍ଷ ରୋପଣ କରା ଯାଇଛି।
Body:248 ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ, 197 ବନାଞ୍ଚଳ ଅଧିକାରୀଙ୍କ ବାସଗୃହ, 583 ବନପାଳଙ୍କ ଆବାସିକ କାର୍ଯ୍ୟାଳୟ, 1699 ବନରକ୍ଷୀଙ୍କ ବାସଗୃହ, 1533 ଜଳାଶୟ, 39 ମେଗା ନର୍ସରୀ ପ୍ରତିଷ୍ଠା ହୋଇଛି।
ବାଇଟ- ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀConclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.