ETV Bharat / city

ହୋଡ଼ିଂ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, କହିଲେ ଯୋଗାଣ ମନ୍ତ୍ରୀ

author img

By

Published : Aug 17, 2022, 10:41 AM IST

ଓଡିଶାରେ ବନ୍ୟା ସ୍ଥିତି । ବନ୍ୟା ସମୟରେ ସକ୍ରିୟ ହୋଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏନେଇ ଯୋଗାଣ ବିଭାଗ ସଜାଗ ରହିଛି । ହୋଡ଼ିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ହୋଡ଼ିଂ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଯୋଗଣ ମନ୍ତ୍ରୀ

ଭୁବନେଶ୍ବର: ବନ୍ୟା ସମୟରେ ସକ୍ରିୟ ହୋଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ଫଳରେ ବିଭିନ୍ନ ସାମଗ୍ରୀ ଦର ବୃଦ୍ଧି ହେବା ଆରମ୍ଭ ହୋଇଛି । ଏନେଇ ଯୋଗାଣ ବିଭାଗ ସଜାଗ ରହିଛି । ହୋଡ଼ିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ‘‘ନିୟମିତ ପିଡ଼ିଏସ ଜିନିଷ ଲୋକଙ୍କ ପାଖରେ ପହଞ୍ଚି ସାରିଛି । ଅତ୍ୟାବଶ୍ୟକ ଜିନିଷ ଯେଉଁଠି ଯାହା ଆବଶ୍ୟକ ତାହା ଜିଲ୍ଲା ପ୍ରଶାସନ ପହଞ୍ଚାଇବେ । କିରାସିନି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଛି ଅସାଧୁ ବ୍ୟକ୍ତି ଏହାର ଫାଇଦା ନେଉଥିବାର ଅତୀତରେ ନଜିର ରହିଛି । ହୋଡ଼ିଂ କରିବା ନେଇ ଅଭିଯୋଗ ରହିଛି । ତାହା ଉପରେ ସରକାର ଓ ଜିଲ୍ଲା ପ୍ରଶାସନ ନଜର ରଖିଛନ୍ତି । କଳାବଜାରୀ ରୋକିବାକୁ ସ୍କ୍ବାର୍ଡ ରହିଛି । ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି’’।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.