ETV Bharat / city

ରାଜଧାନୀରେ ଫୁଡ ସେଫ୍ଟି ଟିମ; ଖାଦ୍ଯ ଯାଞ୍ଚ କଲେ, ଫାଇନ କାଟିଲେ - Food checking team in bhubaneswar

ଭୁବନେଶ୍ବରର ବିଭିନ୍ନ ହୋଟେଲରେ ଫୁଡ ସେଫ୍ଟି ଟିମ ପକ୍ଷରୁ ଖାଦ୍ୟ ଯାଞ୍ଚ ହୋଇଛି । ଏହାସହ ଖାଦ୍ଯର ମାନ ଯାଞ୍ଚ ସହ ଫାଇନ ଆଦାୟ କରିଛି ଏହି ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ
author img

By

Published : Nov 20, 2019, 8:34 PM IST

ଭୁବନେଶ୍ବର: ହୁସିଆର ହୋଟେଲ କର୍ତ୍ତୃପକ୍ଷ । ଖାଦ୍ଯ ବାସି ଦେଉଥିଲେ ସାବଧାନ । କେତେବେଳେ କେଉଁ ମୁହୂର୍ତ୍ତରେ ଚଢାଉ କରିପାରେ ଫୁଡ ସେଫ୍ଟି (ଖାଦ୍ୟ ସୁରକ୍ଷା) ଟିମ । କାରଣ ଖାଦ୍ଯକୁ ନେଇ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ହୋଇଛି ଯାଞ୍ଚ । ବାସି, ମସଲାଯୁକ୍ତ ଖାଦ୍ଯ, ଅତ୍ଯଧିକ ରଙ୍ଗ ଓ ଅପରିଷ୍କାର ପରିବେଷରେ ପ୍ରସ୍ତୁତ ଖାଦ୍ଯର ମାନ ଯାଞ୍ଚ କରି କାର୍ଯାନୁଷ୍ଠାନ ନେଇଛନ୍ତି ଫୁଡ ସେଫ୍ଟି ଟିମ ।

ସିଆରପି, ନୟାପଲ୍ଲି, ଆଇଡି ମାର୍କେଟରେ ଥିବା କିଛି ହୋଟେଲରେ ଚଢାଉ କରି ଫାଇନ ଆଦାୟ କରିଛି ଫୁଡ ସେଫ୍ଟି ଟିମ । ତେବେ ଖାଦ୍ଯର ମାନ ଯାଞ୍ଚ ପାଇଁ ଏହି ଟିମର ଅଧିକାରୀ ନିଜେ ବୁଲି ବୁଲି ଯାଞ୍ଚ କରିବା ସହ ଖାଦ୍ଯରେ ହେଉଥିବା ଅପମିଶ୍ରଣ ଓ ବାସି ଖାଦ୍ୟ ବିକ୍ରି ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭୁବନେଶ୍ବରେ ଫୁଡ ସେଫଟି ଟିମ,
ଖାଦ୍ଯ ଯାଂଚ ସହ କାଟିଲେ ଫାଇନBody:

ହୁସିଆର ହୋଟେଲ କତୃପର୍ଷ।ଖାଦ୍ଯ ବାସି ଦେଉଥିଲେ ସାବଧାନ।କେତେବେଳେ କେଉଁ ମୁହୁର୍ତରେ ଚଢାଉ କରିପାପେ ଫୁଡ ସେଫଟି ଟିମ।କାରଣ ଖାଦ୍ଯର ଯାଂଚ ନେଇ ଭୁବନେଶ୍ବରେ ହୋଇଛି ଯାଂଚ।ଯାଂଚ ବେଳେ ବାସି ଖାଦ୍ଯ।ମସଲାଯୁକ୍ତ ଖାଦ୍ଯ।ଅତ୍ଯଧିକ ରଙ୍ଗ।ଓ ଦେହ ପ୍ରତି ହିତକର ଅଥବା ଅପରିଷ୍କାର ପରିବେଷରେ ପ୍ରସ୍ତୁତ ଖାଦ୍ଯର ମାନ ଯାଂଚ କରି କାର୍ଯାନୁଷ୍ଠାନ ନେଉଛନ୍ତି ଫୁଡ ସେଫଟି ଟିମ। ଏନେଇ ସିଆରପି ,ନୟାପଲ୍ଲି,ଆଇଡି ମାର୍କଟରେ କିଛି ହୋଟେଲରେ ଚଢାଉ କରି ଫାଇନ ଆଦାୟ କରିଛନ୍ତି।ତେବେ ଖାଦ୍ଯର ମାନ ଯାଂଚ ପାଇଁ ଏହି ଅଧିକାରି ନିଜେ ବୁଲି ବୁଲି ଚେକ କରିବା ସହ ଖାଦ୍ଯରେ ହେଉଥିବା ଅପମିଶ୍ରଣ ଓ ବାସି ଖାଦ୍ସ ବିକ୍ରି ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.