ETV Bharat / city

ଭୁବନେଶ୍ବର ରେଳ ଷ୍ଟେସନରୁ ବିରଳ ପ୍ରଜାତିର ଉଡନ୍ତା ସାପ ଉଦ୍ଧାର

ଭୁବନେଶ୍ବର ରେଳଷ୍ଟେସନ ନିକଟରୁ ଏକ ବିରଳ ପ୍ରଜାତିର ଉଡ଼ନ୍ତା ସାପ ଉଦ୍ଧାର । ମଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ ଓ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି।

author img

By

Published : Aug 20, 2019, 3:23 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ରେଳ ଷ୍ଟେସନରୁ ବିରଳ ପ୍ରଜାତିର ଉଡ଼ନ୍ତା ସାପ ଉଦ୍ଧାର। ଷ୍ଟେସନ ନିକଟରେ ଖେଳ କରୁଥିବା ଖବର ପାଇ ମଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ ଓ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଏଥିସହ ସାପ ରଖିଥିବା ଜଣେ ଅଣ ଓଡିଆ ଯୁବକଙ୍କୁ ଅଟକ ରଖାଯାଇଛି।

ଅଟକ ଯୁବକ ଜଣକ ପଶ୍ଚିମବଙ୍ଗର ଆସାନସୋଲରୁ ସାପଟିକୁ ଆଣି ଭୁବନେଶ୍ବରରେ ରହୁଥିଲା । 5 ମାସ ହେଲା ସାପଟିକୁ ଯୁବକ ଜଣକ ପାଖରେ ରଖିଥିଲା। ଭୁବନେଶ୍ବରରେ ସାପ ଖେଳ କରିବା ପାଇଁ କି ବିକ୍ରିବା ପାଇଁ ଆସିଥିଲା ତାହା ତଦନ୍ତ ପରେ ଜଣାପଡିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ଏହି ପ୍ରଜାତିର ସାପ ସାଧାରଣତଃ ଭାରତବର୍ଷରେ ବିରଳ ଏହି ସାପ। ମାତ୍ର ଓଡିଶାର ଶିମିଳିପାଳ କୁଲହାଡ଼ିହା ଅଭୟାରଣ୍ୟରେ ଏହା ସାପଙ୍କ କିଛି ମାତ୍ରାରେ ଦେଖାଯାନ୍ତି। ଏସୀୟ ମହାଦେଶରେ ମୁଖ୍ୟତଃ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ କିଛି ଅଞ୍ଚଳରେ ଦେଖିବାକୁ ମିଳେ ଏହି ଉଡନ୍ତା ସାପ। ଉଦ୍ଧାର କରାଯାଇଥିବା ସାପଟି ଅଢେଇ ଫୁଟ ଲମ୍ବାର ଥିଲା । ମାତ୍ର ଏହି ସାପ 5ଫୁଟ ପର୍ଯ୍ୟନ୍ତ ବଢିଥାଏ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ରେଳଷ୍ଟେସନ ରୁ ବିରଳ ଉଡନ୍ତା ସାପ ଉଧାର

ଭୁବନେଶ୍ୱର ରେଳ ଷ୍ଟେସନ ରୁ ବିରଳ ପ୍ରଜାତିର ଉଡ଼ନ୍ତା ସାପ ଉଧାର। ଚାଲାଣ ବେଳେ ଉଧାର କଲା ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ।

Body:
ସାପ ଚାଲାଣ କରୁଥିବା ଜଣେ ଅଣ ଓଡିଆ ଯୁବକ ଅଟକ। ଓଡିଶା ର ଶିମିଳିପାଳ କୁଲହାଡ଼ିହା ଅବୟରଣ୍ୟ ରେ ମୁଖ୍ୟତ ଦେଖା ଯାଆନ୍ତି ଏହି ଉଦନ୍ତା ସାପ। ଦକ୍ଷିଣ ଭାରତ ଓ ଶ୍ରୀଲଙ୍କା ରେ ଏସୀୟ ଦେଶରେ ଦେଖିବା କୁ ମିଳେ ଏହି ଉଦନ୍ତା ସାପ। ଏହି ସାପ ଉଧାର କରାଯାଇଥିବା ସମୟରେ ଅଢେଇ ପୁଟ ଲମ୍ଭା ହୋଇ ଥିବା ବେଳେ ଏହି ସାପ ମୁଖ୍ୟତଃ ଭାବରେ 5 ପୁଟ ଲମ୍ବା ପର୍ଯ୍ୟନ୍ତ ହୋଇଥାଏ। ଉକ୍ତ ଯୁବକ ଜଣଙ୍କ ଭୁବନେଶ୍ୱର ରେ ସାପ ଖେଳ କରିବା ପାଇଁ କି ବିକିବା ପାଇଁ ଆସିଥିଲା ତାହା ତଦନ୍ତ ପରେ ଜଣାପଡିବ।
ସାପ ଟି ଆସାମସୋର ପାଚିମବଙ୍ଗରୁ ଆସିଥିଲା। 5 ମାସ ହେଲା ସାପ ଟି ଏଣିକି ପାଖ ରେ ରଖିଥିଲା। ସାପ ର ନାମ ଗ୍ଲଳାଇଡିଂ ସ୍ନେକ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.