ETV Bharat / city

ବନ୍ୟା ବିତ୍ପାତ: ସୁନ୍ଦରପଦାରୁ ନବଜାତ ଶିଶୁକୁ ଉଦ୍ଧାର କରିଲା ଅଗ୍ନିଶମ ବାହିନୀ

author img

By

Published : Aug 17, 2022, 6:02 PM IST

ସୁନ୍ଦରପଦା ସ୍ଥିତ କ୍ଷେତ୍ରପାଳ ସାହିରେ ଫସି ରହିଥିବା ନବଜାତ ଶିଶୁ ଓ ମାକୁ ଆଜି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି ଭୁବନେଶ୍ବର ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ

ବନ୍ୟା ବିତ୍ପାତ: ସୁନ୍ଦରପଦାରୁ ନବଜାତ ଶିଶୁକୁ ଉଦ୍ଧାର କରିଲା ଅଗ୍ନିଶମ ବାହିନୀ
ବନ୍ୟା ବିତ୍ପାତ: ସୁନ୍ଦରପଦାରୁ ନବଜାତ ଶିଶୁକୁ ଉଦ୍ଧାର କରିଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର : ମହାନଦୀରେ ଜଳସ୍ତର ବଢିବା ପରେ ସୃଷ୍ଟି ହୋଇଛି ବନ୍ୟା । ସାରା ରାଜ୍ୟ ଏବେ ଦେଖାଦେଇଛି ବନ୍ୟା ବିଭିଷୀକା । ଏହି ବିଭିଷୀକାରୁ ବାଦ ପଡିନାହିଁ ରାଜଧାନୀ । ବନ୍ୟା ପାଣିରେ ଫସି ରହିଥିଲେ ନବଜାତ ଶିଶୁ ଓ ମା । ପରେ ସୁନ୍ଦରପଦାସ୍ଥିତ କ୍ଷେତ୍ରପାଳ ସାହିରେ ଫସି ରହିଥିବା ନବଜାତ ଶିଶୁ ଓ ମାକୁ ଆଜି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି ଭୁବନେଶ୍ବର ଅଗ୍ନିଶମ ବାହିନୀ ।

ସୂଚନା ଅନୁଯାୟୀ, ନବଜାତ ଶିଶୁଟି ସାତ ଦିନ ତଳେ ଜନ୍ମ ନେଇଥିଲା । ଲଗାଣବର୍ଷା କାରଣରୁ ସୁନ୍ଦରପଦାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା । ପରିବାର ଲୋକେ ନବଜାତ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ ଭୁବନେଶ୍ବର ଅଗ୍ନିଶମ ବାହିନୀ ସହିତ ଯୋଗାଯୋଗ କରିଥିଲେ । ପରେ ଅଗ୍ନିଶମ ବାହିନୀ ଆସି ରେସ୍କ୍ୟୁ ବୋଟ ଦ୍ବାରା ମା ଓ ନବଜାତ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.