ETV Bharat / city

MBBS Student Dies: ହଷ୍ଟେଲ ଛାତରୁ ପଡି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପୋଲିସର ତଦନ୍ତ - ବଲାଙ୍ଗୀର ଖବର

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ହଷ୍ଟେଲ ଛାତରୁ ଖସି ଜଣେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ହଷ୍ଟେଲ ଛାତରୁ ପଡି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପୋଲିସର ତଦନ୍ତ

author img

By

Published : Apr 22, 2022, 5:35 PM IST

Updated : Apr 22, 2022, 7:57 PM IST

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ (Balangir Medical College and Hospital) ହଷ୍ଟେଲ ଛାତରୁ ଖସି ଜଣେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର (First year MBBS student)ଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଲେ ନିଶାନ୍ତ କୁମାର (Nishant Kumar । ଘର ହରିୟାଣାରେ (Hariyana) ।

ତେବେ ଡାକ୍ତୀର ଛାତ୍ର ନିଶାନ୍ତଙ୍କର ମୃତ୍ୟୁ ଛାତ୍ରରୁ ପଡି ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ରହିଛି । ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ତଦନ୍ତ ଜାରି ରହିଛି ।

ହଷ୍ଟେଲ ଛାତରୁ ପଡି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପୋଲିସର ତଦନ୍ତ

ସେପଟେ କଲେଜ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ମୃତ ଛାତ୍ର ଆଜି ଖିଆ ପିଆ ସାରି ନିଜ ହଷ୍ଟେଲକୁ ଯାଇଥିଲେ। ପରେ ସେ ଛାତ ତଳେ ପଡିଥିବାର ଖବର ପାଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଛାତରୁ ଡେଇଁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଆଉ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ଛାତ୍ର ଜଣକ ହରିୟାଣା ବାସିନ୍ଦା ହୋଇଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 22, 2022, 7:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.