ETV Bharat / city

ନ୍ୟୁ ଭୁବନେଶ୍ବର ଷ୍ଟେସନରୁ ପ୍ରଥମ କରି ଗଡିଲା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ - New Bhubaneswar station

ରାଜ୍ୟର ଆଉ ଏକ ପ୍ରମୁଖ ଷ୍ଟେସନ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ଏଣିକି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ପାଇଁ ପ୍ରସ୍ତୁତ କରାଯାଇଛି । ଟ୍ରେନ୍ ରବିବାର 4ଟାରେ ରାୟପୁର ଅଭିମୁଖେ ଯାତ୍ରା କରିଛି ।

first-special-train-rolled-out-at-new-bhubaneswar-station
ନ୍ୟୁ ଭୁବନେଶ୍ବର ଷ୍ଟେସନରେ ପ୍ରଥମ କରି ଗଡିଲା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍
author img

By

Published : May 24, 2020, 11:51 PM IST

ଭୁବନେଶ୍ବର: ରାଜଧାନୀ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ପ୍ରଥମ କରି ଗଡିଛି ଶ୍ରମିକ ସ୍ବତନ୍ତ୍ର ଟ୍ରେନ । ରାଜ୍ୟର ଆଉ ଏକ ପ୍ରମୁଖ ଷ୍ଟେସନ ନ୍ୟୁ ଭୁବନେଶ୍ବର ଷ୍ଟେସନ । ଏଠାରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ପାଇଁ ପ୍ରସ୍ତୁତ କରାଯାଇଛି । ଟ୍ରେନ୍ ରବିବାର 4ଟାରେ ରାୟପୁର ଅଭିମୁଖେ ଯାତ୍ରା କରିଛି ।

ନ୍ୟୁ ଭୁବନେଶ୍ବର ଷ୍ଟେସନରେ ପ୍ରଥମ କରି ଗଡିଲା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍

ଷ୍ଟେସନ ପରିସରରେ ବ୍ୟାପକ ସାନିଟାଇଜେସନ୍, ସଫାସୁତୁରା କରାଯାଇଛି । ଏଥିସହ ସାମାଜିକ ଦୂରତା ବଜାୟ ରଖିବାକୁ ରାଉଣ୍ଡ ମଧ୍ୟ କରାଯାଇଛି । ପ୍ରତି 2 ମିଟର ଦୂରତାରେ କରାଯାଇଛି ରାଉଣ୍ଡ । ସଫା ଏବଂ ପରିଷ୍କାର ପ୍ଲାଟଫର୍ମ ଏବଂ ଫୁଟ ଓଭର ବ୍ରିଜ୍ । ଭୁବନେଶ୍ବରରୁ ପ୍ରାୟ 10 କିଲୋମିଟର ଦୂରରେ ରହିଥିବା ନ୍ୟୁ ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀ ପ୍ରଥମ କରି ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ରାୟପୁର ଯାତ୍ରା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.