ETV Bharat / city

ପ୍ରକାଶ ପାଇଲା ପିଜି ପ୍ରଥମ ସିଲେକ୍ସନ ଲିଷ୍ଟ, 23ରୁ ଆରମ୍ଭ ଆଡମିଶନ - ପ୍ରକାଶ ପାଇଲା ପିଜି ଆଡମିଶନ ପ୍ରଥମ ସିଲେକ୍ସନ ଲିଷ୍ଟ

ପ୍ରକାଶ ପାଇଲା ପିଜି ଆଡମିଶନ ପ୍ରଥମ ସିଲେକ୍ସନ ତାଲିକା । ପ୍ରଥମ ରାଉଣ୍ଡରେ 12 ହଜାର 214 ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଅଧିକ ପଢନ୍ତୁ...

first selection list declarer for PG Admission
ପ୍ରକାଶ ପାଇଲା ପିଜି ଆଡମିଶନ ପ୍ରଥମ ସିଲେକ୍ସନ ଲିଷ୍ଟ
author img

By

Published : Oct 22, 2021, 10:11 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ପିଜି ଆଡମିଶନ ପ୍ରଥମ ସିଲେକ୍ସନ, 23 ରୁ ହେବ ଆଡମିଶନ। ପ୍ରଥମ ରାଉଣ୍ଡରେ 12 ହଜାର 214 ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି।

ରାଜ୍ୟର ବିଭିନ୍ନ ୟୁନିଭର୍ସିଟି ଓ କଲେଜମାନଙ୍କରେ ପିଜି ଆଡମିଶନ ପାଇଁ ପ୍ରଥମ ସିଲେକ୍ସନ ତାଲିକା ପ୍ରକାଶ ପାଇଛି । ପ୍ରଥମ ସିଲେକ୍ସନରେ ଆଡମିଶନ ପାଇଁ 12, 214 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। 4713 ଜଣ ଛାତ୍ର ଏବଂ 7501 ଜଣ ଛାତ୍ରୀ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି । ସେଥିରୁ ଛାତ୍ର ଅଛନ୍ତି 4 ହଜାର 713 ଓ ଛାତ୍ରୀ ଅଛନ୍ତି 7 ହଜାର 501 ଜଣ। ଏସସି ବର୍ଗର ଛାତ୍ରଛାତ୍ରୀ 2 ହଜାର 392 ଜଣ ଓ ଏସଟି ବର୍ଗର ଛାତ୍ରଛାତ୍ରୀ ଅଛନ୍ତି 2 ହଜାର 685 ଜଣ।

ଆସନ୍ତା 23 ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆଡମିଶନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ୟୁନିଭରସିଟି 14 ଓ କଲେଜରେ 59 ଗୁଡିକରେ ପିଜି ପାଇଁ ଆଡମିଶନ କରାଯିବ। ମୋଟ ଉପରେ 15 ହଜାର ପିଜି ପାଇଁ ସିଟ ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.