ETV Bharat / city

MBBS ଓ BDS ପାଇଁ ପ୍ରଥମ ପର୍ଯ୍ୟାୟ ଆଡମିଶନ ତାଲିକା ପ୍ରକାଶ

author img

By

Published : Feb 15, 2022, 5:27 PM IST

MBBS ଓ BDS ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଆଡମିଶନ ତାଲିକା । ମୋଟ ଆଡମିଶନ କରିଛନ୍ତି 1,139 ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

MBBS ଓ BDS ପାଇଁ ପ୍ରଥମ ପର୍ଯ୍ୟାୟ ଆଡମିଶନ ତାଲିକା ପ୍ରକାଶ
MBBS ଓ BDS ପାଇଁ ପ୍ରଥମ ପର୍ଯ୍ୟାୟ ଆଡମିଶନ ତାଲିକା ପ୍ରକାଶ

ଭୁବନେଶ୍ବର: MBBS / BDS ପାଠ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟ ଆଡମିଶନ ତାଲିକା ପ୍ରକାଶ ପାଇଛି । ମୋଟ 1,466ଟି ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 1,401 ସିଟ୍ ଆଲଟମେଣ୍ଟ କରାଯାଇଛି । ସେଥିରୁ ଆଡମିଶନ କରିଛନ୍ତି 1,139 ଜଣ ଛାତ୍ରଛାତ୍ରୀ । କେଉଁ କଲେଜରେ କେତେ ସିଟ୍ ଆଲଟମେଣ୍ଟ ହୋଇଥିଲା ଏବଂ କେତେ ଜଣ ଆଡମିଶନ କରିଛନ୍ତି ଜାଣନ୍ତୁ..

SF
DF

ଏସସିବି(SCB) ମେଡ଼ିକାଲ କଲେଜରେ 212 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 211 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 157 ଜଣ ଆଡମିଶନ କରିଛନ୍ତି । ବ୍ରହ୍ମପୁର ଏମକେସିଜି କଲେଜରେ 213 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 210 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 195 ଜଣ ଆଡମିଶନ କରିଛନ୍ତି । ଭୀମସାର ବୁର୍ଲା କଲେଜରେ 170 ସିଟ୍ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ 166 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା ଏବଂ 157 ଜଣ ଆଡମିଶନ କରିଛନ୍ତି ।

ବାରିପଦା ପିଆରଏମଏମସିଚ(Pandit Raghunath Murmu Medical College)ରେ 106 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 102 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 97 ଜଣ ଆଡମିଶନ କରିଛନ୍ତି । କୋରାପୁଟର ଏସଏଲଏନଏମସିଏଚ କଲେଜ(S L N Medical College & Hospital)ରେ 106 ସିଟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 101 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 98 ଜଣ ଆଡମିଶନ କରିଛନ୍ତି । ବାଲେଶ୍ୱର ଏଫଏମ ମେଡ଼ିକାଲ କଲେଜରେ 85 ସିଟ୍ ରହିଥିଲା । ପ୍ରଥମ ପର୍ଯ୍ୟୟରେ 82 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିବା ବେଳେ ସେଥିରୁ 80 ଜଣ ଆଡମିଶନ କରିଛନ୍ତି ।

ବଲାଙ୍ଗୀର ବିବି ମେଡ଼ିକାଲ କଲେଜରେ 85 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 83 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 84 ଜଣ ଆଡମିଶନ କରିଛନ୍ତି । ପୁରୀ ଏସଜେ (Sri Jagannath Medical College and Hospital) ମେଡ଼ିକାଲ କଲେଜରେ 85 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 85 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 83 ଜଣ ଆଡମିଶନ କରିଛନ୍ତି । ଭୁବନେଶ୍ୱର ହାଇଟେକ ଏମସିଏଚ ମେଡ଼ିକାଲ କଲେଜରେ 150 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟୟରେ 139 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 99 ଜଣ ଆଡମିଶନ କରିଛନ୍ତି । ରାଉରକେଲା ହାଇଟେକ ଏମସିଏଚ ମେଡ଼ିକାଲ କଲେଜରେ 100 ସିଟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 89 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 43 ଜଣ ଆଡମିଶନ କରିଛନ୍ତି ।

ସେହିପରି ଭୁବନେଶ୍ୱର ହାଇଟେକ ଡିସି ମେଡ଼ିକାଲ କଲେଜରେ 100 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 81 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 7 ଜଣ ଆଡମିଶନ କରିଛନ୍ତି । କଟକ ଏସସିବି ଡିସି କଲେଜରେ 54 ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 52 ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା । ସେଥିରୁ 40 ଜଣ ଆଡମିଶନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.