ETV Bharat / city

ରାଜ୍ୟରେ ଏକ କୋଟି ପାର କଲା ପ୍ରଥମ ଡୋଜ ଟୀକାକରଣ

author img

By

Published : Jul 4, 2021, 3:43 PM IST

ଏକ କୋଟି ମାଇଲଖୁଣ୍ଟ ଅତିକ୍ରମ କଲା ପ୍ରଥମ ଡୋଜ ଟୀକାକରଣ । ରାଜ୍ୟରେ ଟୀକାକରଣକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଆଜି କୋରୋନା ଟୀକାର ପ୍ରଥମ ଡୋଜ ଏକ କୋଟି ପାର ହୋଇଛି। ଅଧିକ ପଢନ୍ତୁ...

ଏକ କୋଟି ପାର କଲା ପ୍ରଥମ ଡୋଜ ଟୀକାକରଣ
ଏକ କୋଟି ପାର କଲା ପ୍ରଥମ ଡୋଜ ଟୀକାକରଣ

ଭୁବନେଶ୍ବର: ଏକ କୋଟି ମାଇଲଖୁଣ୍ଟ ଅତିକ୍ରମ କଲା ପ୍ରଥମ ଡୋଜ ଟୀକାକରଣ । ରାଜ୍ୟରେ ଟୀକାକରଣକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଆଜି କୋରୋନା ଟୀକାର ପ୍ରଥମ ଡୋଜ ଏକ କୋଟି ପାର ହୋଇଛି। ଯାହା ପ୍ରଥମ ଡୋଜରେ 1 କୋଟି 6 ହଜାର 81 ଜଣ ଟୀକାକରଣ କରିଥିବା ବେଳେ ଦ୍ବିତୀୟ ଡୋଜ ନେଇଛନ୍ତି 22 ଲକ୍ଷ 10 ହଜାର 303 ଜଣ।

  • Odisha has just crossed a historic milestone of vaccinating ONE CRORE persons with first dose of #COVID19 vaccine!

    — H & FW Dept Odisha (@HFWOdisha) July 4, 2021 " class="align-text-top noRightClick twitterSection" data=" ">

ତେବେ ରାଜ୍ୟରେ ମୋଟ 1 କୋଟି 22 ଲକ୍ଷ 16 ହଜାର 384 ଜଣ ଟିକା ନେଇଛନ୍ତି। ସେଥିମଧ୍ୟରୁ 65 ଲକ୍ଷ 99 ହଜାର 997 ଜଣ ପୁରୁଷ ରହିଥିବା ବେଳେ 56 ଲକ୍ଷ 14 ହଜାର 176 ଜଣ ମହିଳା ରହିଛନ୍ତି। ଅନ୍ୟପଟେ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକ 48 ଲକ୍ଷ 19 ହଜାର 724 ଜଣ ଟିକା ନେଇଛନ୍ତି । ସେହିପରି ଭାବରେ 45 ରୁ 59 ବର୍ଷର ନାଗରିକ ନେଇଛନ୍ତି 43 ଲକ୍ଷ 25 ହଜାର 770 ଟିକା ଓ 18 ରୁ 44 ବର୍ଷ ବୟସ୍କ ମାନେ 40 ଲକ୍ଷ 70 ହଜାର 890 ଜଣ ଟିକା ନେଇଛନ୍ତି।

ଖୋର୍ଦ୍ଧାରେ ସର୍ବାଧିକ ଟୀକାକରଣ କରାଯାଇଥିବା ବେଳେ ଦେଓଗଡରେ ସର୍ବନିମ୍ନ ଟୀକାକରଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.