ETV Bharat / city

ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା - ମାସ୍କ କଟକଣା

ଏଣିକି ମାସ୍କ ପିନ୍ଧିବାରେ ହେଳା କଲେ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା । 2 ଥର ନିୟମ ଭାଙ୍ଗିଲେ ତୃତୀୟ ଥର ଦେବାକୁ ପଡିବ 5 ହଜାର ଟଙ୍କା । ଅଧିକ ପଢନ୍ତୁ....

ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା
ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା
author img

By

Published : Apr 9, 2021, 7:38 PM IST

ଭୁବନେଶ୍ବର: ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା ଦଣ୍ଡ । ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ମାସ୍କ ସହ ସାମାଜିକ ଦୂରତା ଉପରେ ଅଧିକ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର । ଯଦି କେହି ଅମାନିଆ ମାସ୍କ ନ ପିନ୍ଧନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡିବ ।

ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା
ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା
ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା କାରଣରୁ କଡାକଡି ନିୟମ ପାଳନ କରିବାକୁ ଅମାନିଆଙ୍କ ପାଇଁ ଲାଗୁହେଲା ଜୋରିମାନା । ବିନା ମାସ୍କରେ ପ୍ରଥମ ଓ ଦ୍ୱିତୀୟ ଥର ଧରାପଡିଲେ 2 ହଜାର ଜୋରିମାନା ଦେବାକୁ ପଡିବ । ପରବର୍ତ୍ତୀ ସମୟରେ ଧରାପଡିଲେ 5 ହଜାର ଟଙ୍କା ଗଣିବାକୁ ପଡିବ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଥର ଧରାପଡିଲେ ଏକ ହଜାର ଟଙ୍କା ଜୋରିମାନା ନିର୍ଦ୍ଧାରଣ କରାଯାଇଥିଲା । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.