ଭୁବନେଶ୍ବର: ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା ଦଣ୍ଡ । ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ମାସ୍କ ସହ ସାମାଜିକ ଦୂରତା ଉପରେ ଅଧିକ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର । ଯଦି କେହି ଅମାନିଆ ମାସ୍କ ନ ପିନ୍ଧନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡିବ ।
![ମାସ୍କ ଅମାନିଆଙ୍କ ପାଇଁ ବଢ଼ିଲା ଜୋରିମାନା](https://etvbharatimages.akamaized.net/etvbharat/prod-images/od-bbsr-07-mask-corona-health-dept-7206049_09042021182653_0904f_1617973013_190.jpg)