ETV Bharat / city

କୃଷିକ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ବୈଠକ - meeting

ଆଗାମୀ ଖରିଫ ଋତୁରେ କୃଷିକ୍ଷେତ୍ରରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 10, 2019, 4:13 PM IST

ଭୁବନେଶ୍ବର: ବିଗତ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ କୃଷିକ୍ଷେତ୍ରରେ ଅନେକ ପରିମାଣର କ୍ଷୟକ୍ଷତି ହୋଇଛି । ଯାହାର ପୁନରାବୃତ୍ତି ନହେବା ନେଇ ଆଗାମୀ ଖରିଫ ଋତୁରେ କୃଷିକ୍ଷେତ୍ରରେ ସମ୍ଭାବ୍ୟ ବିପର୍ଯ୍ୟୟ ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କେନ୍ଦ୍ରୀୟ ଶୁଷ୍କ ଅଞ୍ଚଳ ଗବେଷଣା ଅନୁଷ୍ଠାନ ହାଇଦ୍ରାବାଦ ଓ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓଡିଶାର ମିଳିତ ସହଯୋଗରେ ସ୍ଥାନୀୟ କୃଷି ଭବନରେ ଏହି ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମରୁଡି,ବନ୍ୟା ,ବାତ୍ୟା,ବିଳମ୍ବିତ ମୌସୁମୀ,ରୋଗ ପୋକ ଉପଦ୍ରବରୁ ଫସଲ ହାନି ଆଦି ବିପର୍ଯ୍ୟୟ ସମୟରେ ଆଗାମୀ ଖରିଫ ଫସଲକୁ କିପରି ସୁରକ୍ଷିତ ରକ୍ଷା କରାଯିବା ସହିତ ଉପଯୁକ୍ତ ଯତ୍ନ ନିଆ ଯାଇପାରିବ ସେ ନେଇ ଚର୍ଚ୍ଚା କରିଛନ୍ତି କୃଷି ମନ୍ତ୍ରୀ ।

କିପରି ଚାଷୀକୁ ବଡ଼ କ୍ଷତିରୁ ରକ୍ଷା କରି ଅଧିକ ସୁଫଳ ପ୍ରଦାନ କରାଯାଇ ପାରିବ ସେନେଇ କୃଷି ବିଶେଷଜ୍ଞ, ପାଣିପାଗ ବିଜ୍ଞାନୀ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ପରାମର୍ଶ କରି କାର୍ଯ୍ୟପନ୍ଥା ନିର୍ଧାରଣ କରିବା ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବଙ୍କ ସମେତ ICARର ନିର୍ଦେଶକ ଡ଼ଃ ଜି ରବୀନ୍ଦ୍ର ଚାରୀ, ଓୟୁଏଟି କୁଳପତି, ମୃର୍ତ୍ତିକା ସଂରକ୍ଷଣ ବିଭାଗର ନିର୍ଦେଶକଙ୍କ ସମେତ ବହୁ କୃଷି ବୈଜ୍ଞାନିକ ଓ ଅଧିକାରୀମାନେ ଏଥିରେ ଯୋଗଦାନ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବିଗତ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ କୃଷିକ୍ଷେତ୍ରରେ ଅନେକ ପରିମାଣର କ୍ଷୟକ୍ଷତି ହୋଇଛି।ଯାହାର ପୁନରାବୃତ୍ତି ନ ହେବା ନେଇ ଆଗାମୀ ଖରିଫ ଋତୁ ପାଇଁ କୃଷିକ୍ଷେତ୍ରରେ ସମ୍ଭାବ୍ୟ ଆପାଦକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି।Body:କେନ୍ଦ୍ରୀୟ ଶୁଷ୍କଅଂଚଳ ଗବେଷଣା ଅନୁଷ୍ଠାନ ହାଇଦ୍ରାବାଦ ଓ କୃଷି ଓ କୃଷକ ଶସକ୍ତ କରଣ ବିଭାଗ ଓଡିଶା ଙ୍କ ମିଳିତ ସହଯୋଗରେ ସ୍ଥାନୀୟ କୃଷି ଭବନ ରେ ଆୟୋଜିତ ଏହି ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଶ୍ରୀ ସାହୁ ମରୁଡି,ବନ୍ୟା ,ବାତ୍ୟା,ବିଳମ୍ବିତ ମୌସୁମୀ,ରୋଗ ପୋକ ଉପଦ୍ରବ ରୁ ଫସଲ ହାନି ଆଦି ବିପର୍ଯ୍ୟୟ ସମୟରେ ଆଗାମୀ ଖରିଫ ଫସଲ କୁ କିପରି ସୁରକ୍ଷିତ ରକ୍ଷା କରାଯିବ ସହିତ ଉପଯୁକ୍ତ ଯତ୍ନ ନିଆଯାଇପାରିବ ସେ ନେଇ ଚର୍ଚା ହୋଇଥିବା କହିଛନ୍ତି।କିପରି ଚାଷୀକୁ ବଡ଼ କ୍ଷତି ରୁ ରକ୍ଷା କରି ଅଧିକ ସୁଫଳ ପ୍ରଦାନ କରାଯାଇ ପାରିବ ସେନେଇ କୃଷି ବିଶେଷଜ୍ଞ , ପାଣିପାଗ ବିଜ୍ଞାନୀ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ପରାମର୍ଶ କରି କାର୍ଯ୍ୟପନ୍ଥା ନିର୍ଧାରଣ କରିବା ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗର ମୁଖ୍ୟ ସାଶନ ସଚିବଙ୍କ ସମେତ ICAR ର ନିର୍ଦେଶକ ଡ଼ଃ ଜି ରବୀନ୍ଦ୍ର ଚାରୀ, ଓୟୁଏଟି ର କୁଳପତି,ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ନିର୍ଦେଶକଙ୍କ ସମେତ ବହୁ କୃଷି ବୈଜ୍ଞାନିକ ଓ ଅଧିକାରୀମାନେ ଏଥିରେ ଯୋଗଦାନ କରିଥିଲେ।
ବାଇଟ-ମନ୍ତ୍ରୀ -ଅରୁଣ ସାହୁConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.