ETV Bharat / city

ଧଉଳି କଳିଙ୍ଗ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ନୃତ୍ୟ ସଙ୍ଗୀତରେ ଦର୍ଶକଙ୍କୁ ବାନ୍ଧିଲେ କଳାକାର - ଧଉଳି ମହୋତ୍ସବ

ଆରମ୍ଭ ହୋଇଯାଇଛି ଧଉଳି କଳିଙ୍ଗ ମହୋତ୍ସବ । ଏହାର ଆଜି ଦ୍ୱିତୀୟ ସନ୍ଧ୍ୟା ଥିଲା । ଧଉଳିର ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ସହ ବିଶ୍ଵ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ଲକ୍ଷ୍ୟ ନେଇ ଏହି ମହୋତ୍ସବ ଆୟୋଜିତ ହୋଇଥାଏ । ଅଧିକ ପଢ଼ନ୍ତୁ

ଧଉଳି କଳିଙ୍ଗ ମହୋତ୍ସବର ଦିତୀୟ ସନ୍ଧ୍ୟା, ନୃତ୍ୟ ସଙ୍ଗୀତରେ ଦର୍ଶକଙ୍କୁ ବାନ୍ଧିଲେ କଳାକାର

author img

By

Published : Mar 23, 2022, 10:55 PM IST

Updated : Mar 24, 2022, 7:28 AM IST

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଧଉଳି କଳିଙ୍ଗ ମହୋତ୍ସବ । ଧଉଳିର ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ସହ ବିଶ୍ଵ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ଲକ୍ଷ୍ୟ ନେଇ ଏହି ମହୋତ୍ସବ ଆୟୋଜିତ ହୋଇଥାଏ । ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯ୍ୟଟନ କ୍ଷେତ୍ରର ପ୍ରସାର କରି ଦେଶବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡ଼ିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ ।

ଧଉଳି କଳିଙ୍ଗ ମହୋତ୍ସବର ଦିତୀୟ ସନ୍ଧ୍ୟା, ନୃତ୍ୟ ସଙ୍ଗୀତରେ ଦର୍ଶକଙ୍କୁ ବାନ୍ଧିଲେ କଳାକାର
ଧଉଳି କଳିଙ୍ଗ ମହୋତ୍ସବର ଦିତୀୟ ସନ୍ଧ୍ୟା, ନୃତ୍ୟ ସଙ୍ଗୀତରେ ଦର୍ଶକଙ୍କୁ ବାନ୍ଧିଲେ କଳାକାର

ଏହି ଲକ୍ଷ୍ୟ ନେଇ ପ୍ରତିବର୍ଷ ଧଉଳି କଳିଙ୍ଗ ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଆସୁଛି । ଏହାର ଆଜି(ବୁଧବାର) ଦ୍ୱିତୀୟ ସନ୍ଧ୍ୟା ଥିଲା । ତେବେ ମହାମାରୀ କୋରୋନା କଟକଣା ଯୋଗୁଁ ୨ ବର୍ଷ ବନ୍ଦ ହୋଇ ରହିଥିଲା ଏହି ମହୋତ୍ସବ । ତେବେ ମାର୍ଚ୍ଚ ୨୨ ତାରିଖରୁ ୨୪ ଯାଏଁ ଏହା ଚାଲିବ । ଏଠାରେ ଦେଶ ବିଦେଶରୁ ଖ୍ୟାତିସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରୁଛନ୍ତି ।

ଶାନ୍ତି ସ୍ତୂପକୁ ସାକ୍ଷୀ ରଖି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବା ସହ ପ୍ରତିଭାର ପଦର୍ଶନ କରିଛନ୍ତି କଳାକାର । ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରିଛନ୍ତି । ଏହି ଉତ୍ସବର ଆଉ ଏକ ପ୍ରମୁଖ ଲକ୍ଷ୍ୟ ହେଲା ଦେଶର ଯୁବସମାଜ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବମୟୀ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରିବା । ସାଂସ୍କୃତିକ ଓ ପରମ୍ପରାର ଧରୋବରାହ ବହନ କରିଥିବା ଏହି ମହୋତ୍ସବରେ ନୃତ୍ୟ ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ବେଶ ବିମୋହିତ କରୁଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 24, 2022, 7:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.