ETV Bharat / city

ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଲକ୍ଷ୍ମୀ ମିତ୍ତଲ - ଲକ୍ଷ୍ମୀ ନାରାୟଣ ମିତ୍ତଲ

ଆଜି(ଶନିବାର) ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧିକାରୀ । ଅଧିକ ପଢନ୍ତୁ...

ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଲକ୍ଷ୍ମୀ ମିତ୍ତଲ

author img

By

Published : Aug 21, 2021, 2:30 PM IST

Updated : Aug 21, 2021, 3:51 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଆଜି(ଶନିବାର) ଭେଟିବେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ । ଲୋକସେବା ଭବନରେ ଅପରାହ୍ନ 4.30 ଟାରେ ଏହି ଭେଟଘାଟର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରାପଡାରେ ନିର୍ମାଣ ହେବାକୁ ଥିବା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କମ୍ପ୍ଲେକ୍ସ ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ।

ଏହା ସହ ଆଜି କେନ୍ଦ୍ରାପଡା ପରିଦର୍ଶନ କରିବେ ଷ୍ଟିଲ୍ ଟାଇକନ୍ ଲକ୍ଷ୍ମୀ ଏନ ମିତ୍ତଲ । ଫିଲଡ଼ ଭିଜିଟ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । କେନ୍ଦ୍ରାପଡାର ମହାକାଳପଡ଼ାରେ 50 ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ ପ୍ରସ୍ତାବିତ 12MTPA ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ଏ ନେଇ ଗତ ମାର୍ଚ୍ଚ 4 ରେ ଓଡିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 21, 2021, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.