ETV Bharat / city

Municipal Election: ଟ୍ରେନିଂ ନେଉଛନ୍ତି ମାଷ୍ଟର ଟ୍ରେନର - ମାଷ୍ଟ୍ରର ଟ୍ରେନରଙ୍କ ଟ୍ରେନିଂ

ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଇଭିଏମ୍ ପ୍ରଶିକ୍ଷଣ ଶିବିର । ଟ୍ରେନିଂ ନେଉଛନ୍ତି ମାଷ୍ଟର ଟ୍ରେନର । ଅଧିକ ପଢନ୍ତୁ

Municipal Election: ଟ୍ରେନିଂ ନେଉଛନ୍ତି ମାଷ୍ଟର ଟ୍ରେନର

author img

By

Published : Feb 18, 2022, 1:13 PM IST

ଭୁବନେଶ୍ବର: ପୌର ନିର୍ବାଚନ(Municipal Election) ପାଇଁ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏଥିପାଇଁ ଆରମ୍ଭ ହୋଇଛି ଇଭିଏମ ପ୍ରଶିକ୍ଷଣ(EVM Training) ଶିବିର । ପ୍ରତି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ପ୍ରରିଚାଳନା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି ବହୁ ଏକ୍ସପର୍ଟ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପରିଚାଳିତ ଏ ଶିବିରରେ ଆଜି 15 ଜିଲ୍ଲାର ମାଷ୍ଟର ଟ୍ରେନରମାନେ ଯୋଗ ଦେଇଛନ୍ତି ।

Municipal Election: ଟ୍ରେନିଂ ନେଉଛନ୍ତି ମାଷ୍ଟର ଟ୍ରେନର

ଆସନ୍ତାକାଲି(ଶନିବାର) ଆଉ ୧୫ ଜିଲ୍ଲା ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥର ପୌର ନିର୍ବାଚନରେ ନୋଟାର ବ୍ୟବହାର ସାଙ୍ଗକୁ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ପ୍ରତି ବୁଥରେ 2ଟି ଇଭିଏମ୍ ରହିବ । ଏଥିପାଇଁ ଇଭିଏମର ବିସ୍ତୃତ ପରିଚାଳନା ବାବଦରେ ପ୍ରଶିକ୍ଷଣ ଚାଲିଛି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟର 48ଟି ପୌର ପରିଷଦ, 59ଟି ବିଜ୍ଞାପିତ ପରିଷଦ ଓ 3ଟି ମହାନଗର ନିଗମର 1,931 ୱାର୍ଡରେ 4,584 ବୁଥରେ ମତଦାନ ଦେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.