ETV Bharat / city

ଆଜି ବି 2 ହଜାର ତଳେ ସଂକ୍ରମଣ, ପୁଣି ଖୋର୍ଦ୍ଧାରେ ସର୍ବାଧିକ - ଓଡିଶାରେ କୋରୋନା ମାମଲା

ଦିନକରେ ପୁଣି ରାଜ୍ୟରେ କୋରୋନା ଦ୍ବାରା 1904 ଜଣ ସଂକ୍ରମିତ ହୋଇଛନ୍ତି । ସର୍ବାଧିକ ମାମଲା ଖୋର୍ଦ୍ଧାରୁ ଚିହ୍ନଟ ହୋଇଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଆଜି ବି 2 ହଜାର ତଳେ ସଂକ୍ରମଣ, ପୁଣି ଖୋର୍ଦ୍ଧାରେ ସର୍ବାଧିକ

author img

By

Published : Oct 20, 2020, 11:55 AM IST

ଭୁବନେଶ୍ବର: ଆଜି ବି ରାଜ୍ୟରେ କୋରୋନା ସଂକ୍ରମଣ 2 ହଜାର ତଳେ ହରିଛି । ଗତ 24 ଘଣ୍ଟା ମଧ୍ୟରେ 1904 କୋରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ବି ଖୋର୍ଦ୍ଧାରେ ସର୍ବାଧିକ 221 କୋରୋନା ପଜିଟିଭ ମାମଲା ରିପୋର୍ଟ କରାଯାଇଛି। ଏନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।

ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି ସଂକ୍ରମଣ ମାମଲା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 1115 ଚିହ୍ନଟ ହୋଇଥିବାବେଳେ 779 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଆଜି ବି 2 ହଜାର ତଳେ ସଂକ୍ରମଣ, ପୁଣି ଖୋର୍ଦ୍ଧାରେ ସର୍ବାଧିକ
ଆଜି ବି 2 ହଜାର ତଳେ ସଂକ୍ରମଣ, ପୁଣି ଖୋର୍ଦ୍ଧାରେ ସର୍ବାଧିକ

ଖୋର୍ଦ୍ଧା ପରେ କଟକରେ 111 ଜଣ ଆକ୍ରାନ୍ତ ହୋଇଛନ୍ତି । ଅନୁଗୋଳରେ 109, ବାଲେଶ୍ବରରେ 90, ବରଗଡରେ 35, ଭଦ୍ରକରେ 19, ବଲାଙ୍ଗିରିରେ 66, ବୌଦ୍ଧରେ 24, ଢେଙ୍କାନାଳରେ 50, ଗଡପତିରେ 2, ଗଞ୍ଜାମରେ 39, ଜଗତସିଂହପୁରରେ 73, ଯାଜପୁରରେ 49, ଝାରସୁଗୁଡାରେ 51, କଳାହାଣ୍ଡିରେ 76, କନ୍ଧମାଳରେ 18, କେନ୍ଦ୍ରାପଡାରେ 106, କେନ୍ଦୁଝରରେ 56, କୋରାପୁଟରେ 36, ମାଲକାନଗିରିରେ 30, ମୟୂରଭଞ୍ଜରେ 93, ନବରଙ୍ଗପୁରରେ 43, ନୟାଗଡାରେ 32, ନୂଆପଡାରେ 128, ପୁରୀରେ 49, ରାୟଗଡାରେ 17, ସମ୍ବଲପୁରରେ 44, ସୋନପୁରରେ 73, ସୁନ୍ଦରଗଡରେ 100 ଜଣ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ଷ୍ଟେଟପୁଲ 43 ରହିଛି । ଆଜିର ରିପୋର୍ଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 72 ହଜାର 250 ରେ ପହଞ୍ଚିଛି । ସେଥିମଧ୍ୟରୁ 2 ଲକ୍ଷ 49 ହଜାର 575 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 21 ହଜାର 454 ଟି ମାମଲା ସକ୍ରିୟ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 41 ଲକ୍ଷ 17 ହଜାର 090 ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.