ETV Bharat / city

ବନ୍ଦ ହେବ ରୋମିଓଗିରି; ଜଗିବ 'ଇଭ ଟିଜିଂ ସ୍କ୍ବାଡ' - bhubaneswar news

ସାବାଡ ହେବେ ରୋଡ ରୋମିଓ । ଛାତ୍ରୀଙ୍କୁ ପିଛା କଲେ କି ହଇରାଣ କଲେ ମିଳିବ ଉଚିତ ଜବାବ। 'ଇଭ ଟିଜିଂ ସ୍କ୍ବାଡ' ଗଠନ କରିବାକୁ ଯାଉଛି କମିଶନରେଟ ପୋଲିସ । ଅଧିକ ଖବର ପଢନ୍ତୁ...

ବନ୍ଦ ହେବ ରୋମିଓଗିରି; ଜଗିବ 'ଇଭ ଟିଜିଂ ସ୍କ୍ବାଡ'
author img

By

Published : Nov 20, 2019, 7:59 PM IST

Updated : Nov 21, 2019, 8:28 AM IST

ଭୁବନେଶ୍ବର: ସାବାଡ ହେବେ ରୋଡ ରୋମିଓ । ଛାତ୍ରୀଙ୍କୁ ପିଛା କଲେ କି ହଇରାଣ କଲେ ମିଳିବ ଉଚିତ ଜବାବ। କ୍ୟାମ୍ପସ ହେଉ ପବ୍ଲିକ ପ୍ଲେସ, ଏଣିକି ଛାତ୍ରୀଙ୍କୁ ସୁରକ୍ଷା ଦେବ 'ଇଭ ଟିଜିଂ ସ୍କ୍ବାଡ'। ଛାତ୍ରୀଙ୍କୁ ହଇରାଣ କଲେ ବା କମେଣ୍ଟ ମାରିଲେ ଖୁବଶିଘ୍ର ସେମାନଙ୍କ ପାଖରେ ପହଞ୍ଚିବେ 'ଇଭ ଟିଜିଂ ସ୍କ୍ବାଡ'। ଏନେଇ ଏକ ପରିକଳ୍ପନାର ସହ 'ଇଭ ଟିଜିଂ ସ୍କ୍ବାଡ' ଗଠନ କରିବାକୁ ଯାଉଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସମସ୍ତ କଲେଜର ୫ ରୁ ୬ଜଣ ସାହାସୀ ଛାତ୍ରୀଙ୍କୁ ଚୟନ କରାଯିବ । ସେମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ । ପରେ ସେମାନଙ୍କ ସହ ଏସପିଓ ବା ସ୍ପେଶାଲ ପୋଲିସ ଅଫିସର ଯୋଗାଯୋଗରେ ରହିବେ । ଯେଉଁଠି ବା ହେଉ ଛାତ୍ରୀମାନଙ୍କୁ ହଇରାଣ ହରକତ କରୁଥିବା ନଚେତ ପିଛା କରିବା ସହ କମେଣ୍ଟ ପାସ କରି ଅଶ୍ଳିଳ ଇଙ୍ଗିତ କରୁଥିବା ରୋଡ ରୋମିଓକୁ ସାବାଡ କରାଯିବାକୁ ଯୋଜନା କରାଯାଇଛି ।

ଏନେଇ ଖୁବଶିଘ୍ର ଏହି ଟିମକୁ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବରୁ ରୋଡ ରୋମିଓଙ୍କୁ ସାବାଡ କରି ଉଦାହରଣ ସାଜିଥିବା କିଛି ଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇ ଦାୟିତ୍ବ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ରାଜଧାନୀର ମହିଳା କଲେଜ ବା ବିଶ୍ବବିଦ୍ୟାଳୟ ଉପରେ ଫୋକସ କରାଯାଇଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ରୋଡ ରୋମିଓ ହେବେ ସାବାଡ,
ସୁରକ୍ଷା ଦେବ ଏଭ ଟିଜିଂ ସ୍କ୍ବାଡBody:

ସାବାଡ ହେବେ ରୋଡ ରୋମିଓ।ଛାତ୍ରୀଙ୍କୁ ପିଛା କଲେ ବା ହଇରାଣ କଲେ ମିଳିବ ଜବାବ।କ୍ଯାମ୍ପସ ହେଉ ପବ୍ଲିକ ପ୍ଲେସ ଛାତ୍ରୀଙ୍କୁ ସୁରକ୍ଷା ଦେବ ଏଭ ଟିଜିଂ ସ୍କ୍ବାଡ।
ଏଣିକି ଛାତ୍ରୀକୁ ହଇରାଣ କଲେ ବା କମେଣ୍ଟ ମାରିଲେ ଖୁବଶିଘ୍ର ସେମାନଙ୍କ ପାଖରେ ପହଂଚିବେ ଏଭ ଟିଜିଂ ସ୍କ୍ବାଡ।ଏନେଇ ଏକ ପରିକଳ୍ପନାର ସହ ଏଭ ଟିଜି ସ୍କ୍ବାଡ ଗଠନ କରିବାକୁ ଯାଉଛି କମିସନରେଟ ପୋଲିସ।ସମସ୍ତ କଲେଜର ୫ରୁ୬ଜଣ ସାହସି ଛାତ୍ରୀଙ୍କୁ ଚୟନ କରାଯିବ।ସେମାନଙ୍କୁ ସ୍ବତନ୍ତ୍ର ଚ୍ରେନିଂ ଦିଆଯିବ।ପରେ ସେମାନଙ୍କ ସହ ଏସପିଓ ବା ସ୍ପେଶାଲ ପୋଲିସ ଅଫିସର ଯୋଗାଯୋଗରେ ରହିବେ ।ସେଉଁଠି ବା ହେଉ ଛାତ୍ରୀମାନଙ୍କୁ ହଇରାଣ ହରକତ କରୁଥିବା ନଚେତ ପିଛା କରୁଥିବା ନଚେତ କମେଣ୍ଟ ପାସ କରି ଅଶ୍ଳିଳ ଇଙ୍ଗିତ କରୁଥିବା ରୋଡ ରୋମିଓକୁ ସାବାଡ କରାଯିବାକୁ ଯୋଜନା କରାଯାଇଛି। ଏନେଇ ଖୁବଶିଘ୍ର ଏହି ଟିମକୁ ତାଲିମ ଦିଆଯିବାର କାର୍ଯକ୍ରମ ରହିଛି।ତେବେ ପୁର୍ବରପ ରୋଡ ରୋମିଓଙ୍କୁ ସାବାଡ କରି ଉଦାହରଣ ସାଜିଥିବା କିଛି ଛାତ୍ରୀଙ୍କୁ ମଧ୍ଯ ଏଥିରେ ସାମିଲ କରାଯାଇ ଦାୟିତ୍ବ ଦିଆଯିବାର କାର୍ଯକ୍ରମ ରହିଛି।ତେବେ ବିଶେଷ ଫୋକସ ରାଜଧାନୀର ମହିଳା କଲେଜ ବା ବିଶ୍ବବିଦ୍ଯାଳୟକୁ ଫୋକସ ଦିଆଯାଇଛି।

PtcConclusion:
Last Updated : Nov 21, 2019, 8:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.