ETV Bharat / city

କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଏସମା - ଏସମା

କୌଣସି କର୍ମଚାରୀ କରିପାରିବେ ନାହିଁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଏଥିପାଇଁ ରାଜ୍ୟ ସରକାର ଲାଗୁ କରିଛନ୍ତି ଏସମା । ଅଧିକ ପଢନ୍ତୁ..

esma-for-the-strike
esma-for-the-strike
author img

By

Published : Mar 23, 2020, 12:43 PM IST

ଭୁବନେଶ୍ବର: ବର୍ତ୍ତମାନ ପରିସ୍ଥିତିରେ କୌଣସି କର୍ମଚାରୀ କରିପାରିବେ ନାହିଁ କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଶେଷକରି ବିଭିନ୍ନ ଦାବି ନେଇ ଠିକା କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଥାଆନ୍ତି। କୋରୋନା ବିପତ୍ତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ଏପରି ନିଷ୍ପତି ।

esma-for-the-strike
କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଏସମା

ଵିଶେଷ କରି ପାନୀୟ ଜଳଯୋଗାଣ କିଛି କର୍ମଚାରୀ ଏଭଳି ଆନ୍ଦୋଳନ କରିଥାନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏସମା ଲାଗୁ କରିଛନ୍ତି। ଯାହାକି ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.