ETV Bharat / city

ଆସନ୍ତା ୯ ରୁ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

author img

By

Published : Aug 4, 2021, 1:12 PM IST

ଆସନ୍ତା ୯ ତାରିଖରୁ ଖୋଲିବ ଇଞ୍ଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ । ଶେଷବର୍ଷର ପରୀକ୍ଷା ପାଇଁ ହେବ ଅଫଲାଇନ କ୍ଲାସ । ଅଧିକ ପଢନ୍ତୁ...

ଆସନ୍ତା 9 ରୁ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର: ଅଗଷ୍ଟ ୯ ତାରିଖରୁ ବୈଷୟିକ ବା ଇଞ୍ଜିନିୟରିଂ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । କେବଳ ଶେଷ ବର୍ଷ ପାଇଁ ଅଫଲାଇନ କ୍ଲାସ କରିବାକୁ ଖୋଲୁଛି କଲେଜ । ଏଥିପାଇଁ ଶିକ୍ଷାନୁଷ୍ଠାନ ପରିସର ସଫା ସହ ବିଶୋଧନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।

ଶେଷ ବର୍ଷର ଛାତ୍ରଛାତ୍ରୀ ୯ ତାରିଖରେ ଅଫଲାଇନ କ୍ଲାସରେ ଯୋଗ ଦେଇପାରିବେ । ଏନେଇ କୋଭିଡ ଗାଇଡ଼ଲାଇନ ଅନୁପାଳନ ସହ ସ୍ୱତନ୍ତ୍ର ଏସଓପି ଜାରି କଲା ଦକ୍ଷତା ବିକାଶ ବିଭାଗ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.