ETV Bharat / city

ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟା ମାମଲା, ସାନି ତଦନ୍ତ ପାଇଁ OHRCଙ୍କ ଦ୍ୱାରସ୍ଥ ପରିବାର - ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟା ମାମଲା

ବହୁଚର୍ଚ୍ଚିତ ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟାକାଣ୍ଡ ଘଟଣା, ପୁନର୍ବାର ସାନି ତଦନ୍ତ ପାଇଁ OHRCଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପରିବାର । ଅଧିକ ପଢନ୍ତୁ

ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟା ମାମଲା, ସାନି ତଦନ୍ତ ପାଇଁ OHRCଙ୍କ ଦ୍ୱାରସ୍ଥ ପରିବାର

author img

By

Published : May 13, 2022, 3:02 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟାକାଣ୍ଡ ଘଟଣା, ପୁନର୍ବାର ସାନି ତଦନ୍ତ ପାଇଁ OHRCଙ୍କ ଦ୍ୱାରସ୍ଥ ହେଲେ ପରିବାର । ପୂର୍ବରୁ ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଥିଲେ ମଧ୍ୟ ତଦନ୍ତରେ ସନ୍ତୁଷ୍ଟ ନଥିଲେ ପରିବାର । ମାନବ ଅଧିକାର କମିଶନଙ୍କ ନିକଟରେ ପୁଣି ଥରେ ଦ୍ଵାରସ୍ଥ ହୋଇଛନ୍ତି ।

ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟା ମାମଲା, ସାନି ତଦନ୍ତ ପାଇଁ OHRCଙ୍କ ଦ୍ୱାରସ୍ଥ ପରିବାର

ମୃତ ଅମୃତ ଦାଶଙ୍କ ଘଟଣାକୁ ନେଇ ପରିବାର କମିଶନଙ୍କ ନିକଟରେ ସାନି ତଦନ୍ତ ପାଇଁ ଦାବି କରିଛନ୍ତି । ଆସନ୍ତା 27 ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ସାନି ତଦନ୍ତର ନିର୍ଦ୍ଦେଶ ଦେବା ସହ ଏକ ଟିମ ତଦନ୍ତ ପାଇଁ ଘଟଣାସ୍ଥଳକୁ ପଠାଇବେ ବୋଲି କହିଛନ୍ତି ପରିବାର ବର୍ଗ । ସମସ୍ତ ଦିଗକୁ ନେଇ ତଦନ୍ତ କରି ରିପୋର୍ଟ ଦେବେ କହିଛନ୍ତି ମୃତ ଅମୃତ ଦାସଙ୍କ ପରିବାର ।

ସୂଚନା ଥାଉକି କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାଶଙ୍କୁ ଗତ ୨୦ ଜୁଲାଇ ୨୦୧୯ ରେ ତିର୍ତ୍ତୋଲ ବାଲିପାଟଣା ନିକଟରେ ଅତି ଜଘନ୍ୟ ଭାବରେ ହତ୍ୟା କରାଯାଇଥିଲା । ଏ ବାବଦରେ କୁଜଙ୍ଗ ଏବଂ ତିର୍ତ୍ତୋଲ ଥାନାରେ ମକଦ୍ଦମା ମଧ୍ୟ କରାଯାଇଥିଲା । ଜଗତସିଂହପୁର ପୋଲିସ ବିନା ତଦନ୍ତ ଅମୃତ ଦାଶଙ୍କ ଜଘନ୍ୟ ହତ୍ୟାକାଣ୍ଡକୁ ରଫାଦଫା କରିଦେବା ପରେ ଅମୃତ ଦାଶ ପରିବାର ରାଜ୍ୟ ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.