ETV Bharat / city

Mahima Dhaba demolished: ୪୦ ବର୍ଷ ଧରି ଜବରଦଖଲରେ ଚାଲିଥିଲା ଢାବା - ନାୟାପଲ୍ଲୀ ମହିମା ଢାବା

ଭାଙ୍ଗିଲା 40 ବର୍ଷର ପୁରୁଣା ମହିମା ଢାବା (Mahima Dhaba) । ନାୟାପଲ୍ଲୀ ମୌଜାର 695 ଓ 696 ପ୍ଲଟରୁ ଜବରଦଖଲ ଉଚ୍ଛେଦ ନେଇ ଉତ୍ତେଜନା ଦେଖାଦେଇଛି । ଅଧିକ ପଢନ୍ତୁ

Mahima Dhaba will be demolished: ୪୦ ବର୍ଷ ଧରି ଜବରଦଖଲରେ ଚାଲିଥିଲା ଢାବା

author img

By

Published : Nov 25, 2021, 3:57 PM IST

ଭୁବନେଶ୍ବର: ମାଟିରେ ମିଶିଲା 40 ବର୍ଷର ପୁରୁଣା ମହିମା ଢାବା । ନାୟାପଲ୍ଲୀ ମୌଜାର 695 ଓ 696 ପ୍ଲଟରୁ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖାଦେଇଛି । ଉକ୍ତ ସରକାରୀ ଜମିରେ ଜବରଦଖଲ କରି ଦୀର୍ଘ ବର୍ଷ ଧରି ‘ମା ମହିମା’ ଢାବା ଚାଲିଛି ।

୪୦ ବର୍ଷ ଧରି ଜବରଦଖଲରେ ଚାଲିଥିଲା ଢାବା

କଳିଙ୍ଗ ଷ୍ଟାଡିୟମର ଗେଟ ନମ୍ବର 9କୁ ତଥା 16 ନମ୍ବର ଜାତୀୟ ରାଜପଥ ସଂଲଗ୍ନ ରହିଥିବା ଏହି ଜମିକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଥିବା ବେଳେ ସ୍ଥାନୀୟ ଲୋକ ଓ ଢାବା ମାଲିକ ମଧ୍ୟରେ ଥିବା ଅସନ୍ତୋଷ ଜନିତ ଉତ୍ତେଜନାକୁ ଦୃଷ୍ଟିରେ ରଖି କମିଶନରେଟ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.