ETV Bharat / city

ରାଜଧାନୀରେ ପଞ୍ଚମ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଗୁରୁତର - ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ

ରାଜଧାନୀରେ ପଞ୍ଚମ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଗୁରୁତର ଆହତ । 2 ଦିନରେ ହେଲାଣି 5 ଏନକାଉଣ୍ଟର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 4, 2019, 10:14 PM IST

Updated : Aug 4, 2019, 10:52 PM IST

ଭୁବନେଶ୍ବର: ରାଜଧାନୀରେ ପଞ୍ଚମ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଗୁରୁତର ଆହତ । ରବିର ଡାହାଣ ଗୋଡରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଏନକାଉଣ୍ଟର ହୋଇଥିବା 4 ଅପରାଧୀଙ୍କ ଲିଡର ଥିଲା ରବି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଖଣ୍ଡଗିରି ଥାନା ଭରତପୁର ଅଞ୍ଚଳରେ ରବିକୁ ଏନକାଉଣ୍ଟର ହୋଇଛି । ସ୍ପେଶାଲ ସ୍ବାର୍ଡ ଓ ଖଣ୍ଡଗିରି ପୋଲିସର ମିଳିତ ଟିମ୍‌ କରିଛି ଏନକାଉଣ୍ଟର । ରବିର ଘର ଭୁବନେଶ୍ବର ୟୁନିଟ୍‌ 3ରେ ବୋଲି ଜଣାପଡିଛି ।

ଦୁଇ ଦିନରେ 4 ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ପୂର୍ବରୁ ଏନକାଉଣ୍ଟର ହୋଇଥିଲେ ଅରୁଣ ମଲ୍ଲିକ, ବିବେକାନନ୍ଦ ନାୟକ, ସିପୁନ କୁମାର ଓ ହରିଆ ସ୍ବାଇଁ । ଏମାନଙ୍କୁ ଗତ ଦୁଇ ଦିନ ଭିତରେ ଏନକାଉଣ୍ଟର ପରେ ଏ ଥିଲା ପଞ୍ଚମ ଶିକାର। ପୂର୍ବରୁ ୨୦୧୬ରେ ରବି ରାଓକୁ ଏନକାଉଣ୍ଟର କରିଥିଲା କମିସନରେଟ ପୋଲିସ । ସେତେବେଳେ ରବିର ବାମ ଗୋଡକୁ ଗୁଳି କରିଥିଲା ପୋଲିସ । ତେବେ ଏପରି ଏନକାଉଣ୍ଟର ପରେ ରାଜଧାନୀରେ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

blank

Conclusion:
Last Updated : Aug 4, 2019, 10:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.