ETV Bharat / city

ତେଲ ଲିକ ପାଇଁ ଭୁବନେଶ୍ବରରେ ଜରୁରୀ ଅବତରଣ କଲା ଭିସ୍ତାରା UK 785 ବିମାନ - Emergency landing of Vistara UK 785

ତେଲ ଲିକ ପାଇଁ ବିମାନର ଜରୁରୀ ଅବତରଣ। ଏନେଇ ଭୁବନେଶ୍ବରରେ ଅବତରଣ କଲା ଭିସ୍ତାରା UK 785 ବିମାନ। ବିମାନରେ ୯୬ ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୁଚନା ରହିଛି।

ତେଲ ଲିକ ପାଇଁ ଭୁବନେଶ୍ବରରେ ଜରୁରୀ ଅବତରଣ କଲା ଭିସ୍ତାରା UK 785 ବିମାନ

author img

By

Published : May 30, 2020, 2:03 PM IST

ଭୁବନେଶ୍ବର: ବିମାନ ଉଡାଣର ୧୫ ମିନିଟ ପରେ ତେଲ ଲିକ। ଯାନ୍ତ୍ରୀକ ସମସ୍ୟା ଯୋଗୁଁ ତେଲ ଲିକ ଜାଣିବା ପରେ ବିମାନକୁ ଜରୁରି ଅବତରଣ କରାଯାଇଛି।ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ କରୁଥିବା ଭିସ୍ତାରା UK 785 ବିମାନଟି ୧୧.୪୦ ମିନିଟରେ ଉଡାଣ ଆରମ୍ଭ କରିଥିଲା। ହେଲେ ବିମାନର ତେଲ ଲିକ ଜାଣିବା ପରେ ଉଡାଣର୨୫ ମିନିଟ ପରେ ୧୨.୧୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା।

ତେଲ ଲିକ ପାଇଁ ଭୁବନେଶ୍ବରରେ ଜରୁରୀ ଅବତରଣ କଲା ଭିସ୍ତାରା UK 785 ବିମାନ
ତେଲ ଲିକ ପାଇଁ ଭୁବନେଶ୍ବରରେ ଜରୁରୀ ଅବତରଣ କଲା ଭିସ୍ତାରା UK 785 ବିମାନ

ଏହା ପରେ ବିମାନବନ୍ଦର ଟେକନିକାଲ ଟିମ ଯାନ୍ତ୍ରିକ ସମସ୍ୟା ଦୂର ନେଇ ଲାଗିପଡିଥିଲେ। ତେବେ ବିମାନରେ ୯୬ ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.