ETV Bharat / city

ଡରାଉଛି ହରପିସ୍ ଭୂତାଣୁ, କମଳା ପରେ ସଙ୍କଟରେ ଗୌରୀ

author img

By

Published : Sep 20, 2019, 6:37 PM IST

ଗତକାଲି(ଗୁରୁବାର) 7 ବର୍ଷର ମାଇହାତୀ କମଳାର ମୃତ୍ୟୁ ଘଟିଥିବାବେଳେ ଏବେ ଗୌରୀ ନାମକ ଆଉ ଏକ ହାତୀକୁ ଆକ୍ରାନ୍ତ କରିଛି ହରପିସ୍ ଭୂତାଣୁ । ଅଧିକ ପଢନ୍ତୁ...

ଡରାଉଛି ହରପିସ୍ ଭୂତାଣୁ, କମଳା ପରେ ସଙ୍କଟରେ ହାତୀ ଗୌରୀ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଡରାଉଛି ହରପିସ୍ ଭୂତାଣୁ । ଗତ ତିନି ସପ୍ତାହ ଭିତରେ 3ଟି ହାତୀଙ୍କର ମୃତ୍ୟୁ ହେଲାଣି । ଗତକାଲି(ଗୁରୁବାର) 7 ବର୍ଷର ମାଇହାତୀ କମଳାର ମୃତ୍ୟୁ ଘଟିଥିବା ବେଳେ ଏବେ ଗୌରୀ ନାମକ ଆଉ ଏକ ହାତୀକୁ ଆକ୍ରାନ୍ତ କରିଛି ହରପିସ୍ ଭୂତାଣୁ ।

ଡରାଉଛି ହରପିସ୍ ଭୂତାଣୁ, କମଳା ପରେ ସଙ୍କଟରେ ହାତୀ ଗୌରୀ

ହାତୀ କିପରି ସୁରକ୍ଷିତ ଭାବରେ ରହିପାରିବେ ଏନେଇ ଆସାମ ପ୍ରାଣୀ ବିଜ୍ଞାନ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ଗୌରୀକୁ ଗତକାଲି(ଗୁରୁବାର)ଠାରୁ ଏକ ଆସିକ କ୍ଲୋଭିନ ନାମକ ଆଣ୍ଟିବାଓଟିକ ମେଡିସିନ ଦିଆଯାଇଛି । ତେବେ ନନ୍ଦନକାନନରେ ରହିଥିବା 2ଟି ହାତୀ ଛାଡିଦେଲା ପରେ ଅନ୍ୟ 6ଟି ହାତୀଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଛି। ଏହି ଭୂତାଣୁ କେବଳ ହାତୀଙ୍କ ଉପରେ ସଂକ୍ରମଣ କରିଛି । ଏକ ବର୍ଷରୁ 15 ବର୍ଷ ମଧ୍ୟରେ ହାତୀ ସଂକ୍ରମଣ ହେଉଛନ୍ତି ।

ହାତୀଙ୍କୁ ହେଉଥିବା ହରପିସ୍ ରୋଗ ଏକ ପ୍ରକାର ଭୂତାଣୁ ଜନିତ ଭାଇରସ । ଏହା ସଂକ୍ରମଣ ହେବାର କିଛି ଘଣ୍ଟା ଭିତରେ ମୃତ୍ୟୁ ଘଟିଥାଏ । ସାଧାରଣ ଭାବରେ ସଂକ୍ରମିତ ହାତୀ ସହ ସଂପର୍କରେ ଆସିଲେ ହରପିସ୍ ସଂକ୍ରମଣ ହୋଇଥାଏ । ଏହାଦ୍ବାରା ରକ୍ତ କଣିକା ପ୍ରଭାବିତ ହୋଇଥାଏ। ହାତୀ ଦେହରେ ତାପମାତ୍ରା ବୃଦ୍ଧି ପାଇଥାଏ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:ହାତୀଙ୍କୁ ଘରିଛି ହରପିସ ଭୁତାଣୁ, ଆଉ ଏକ ହାତୀ ଗୌରୀକୁ ସଂକ୍ରମିତ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ହରପିସ ଭୁତାଣୁ ଦରାଉଛି। ଗତ 3 ସପ୍ତାହ ଭୁତରେ 3 ଟି ହାତୀ ମୃତ୍ୟୁବରଣ କଲେଣି। ଗତକାଲି 7 ବର୍ଷର ମାଈ ହାତୀ କମଳା ର ମୃତ୍ୟୁ ଘଟିଥିବା ବେଳେ ଏବେ ଗୌରୀ ନାମକ ହାତୀ କୁ ଆକ୍ରାନ୍ତ କରିଛି ହରପିସ ଭୁତାଣୁ। ଏହି ରୋଗ ପାଇଁ ଆସାମ ପ୍ରାଣୀ ବିଜ୍ଞାନ କେନ୍ଦ୍ରକୁ ଅନୁରୋଧ କରାଯାଇଛି।କିପରି ହାତୀ ମନେ ସୁରକ୍ଷିତ ଭାବରେ ରହିପାରିବେ।

Body:

ଗୌରୀକୁ ଗତ କାଲି ଠାରୁ ଏକ ଆସିକ କ୍ଲୋଭିନ ନାମକ ଆଣ୍ଟି ବାଇଟିକ ମେଡ଼ିସିନ ଦିଆଯାଇଛି। ତେବେ ନନ୍ଦନକାନନ ରେ ରହିଥିବା 2 ଟି ହାତୀ ଛାଡିଦେଲା ପରେ ଅନ୍ୟ 6 ଟି ହାତୀ ଉଧାର ହୋଇଥିବା ଜଙ୍ଗଲରୁ ନନ୍ଦନକାନନ କୁ ଅଣାଯାଇଛି। କେବଳ ସେହି ହାତୀ ଙ୍କ ଉପରେ ସଂକ୍ରମଣ କରିଛି ଭୁତାଣୁ। ତେବେ ଏକ ବର୍ଷ ରୁ 15 ବର୍ଷ ଭୁତରେ ହାତୀ ମାନଙ୍କୁ ସଂକ୍ରମିତ ହେଉଛି।ହାତୀମାନଙ୍କୁ ହେଉଥିବା ହରପିସ ରୋଗ ଏଜ ପ୍ରକାରର ଭୁତାଣୁ ଜନିତ ଭାଇରସ। ଏହା ସଂକ୍ରମଣ ହେବବାର କିଛି ଘଣ୍ଟା ଭିତରେ ମୃତ୍ୟୁ ଘଟିଥାଏ। ସାଧାରଣ ଭାବରେ ସଂକ୍ରମିତ ହାତୀ ସହ ସଂପର୍କ ରେ ଆସିଲେ ହରପିସ ରୋଗ ଘଟିଥାଏ। ଏହା ଦ୍ବାରା ରକ୍ତ କଣିକା ପ୍ରଭାବିତ ହୋଇଥାଏ। ହାତୀ ଦେହରେ ତାପମାତ୍ରା ବୃଦ୍ଧି ପାଇଥାଏ।

ଏହାକୁ ନେଇ ନନ୍ଦନକାନନ ର ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଅଞ୍ଜନ କୁମାର ମହାନ୍ତି କହିଛନ୍ତି ଯେ ସାଧାରଣତଃ ଉଦ୍ଧାର ହୋଇଥିବା ହାତୀ ମାନଙ୍କୁ ନନ୍ଦନକାନନ ରେ ଏହି ଭୁତାଣୁ ବ୍ୟାପିଛି। ନନ୍ଦନକାନନ ରେ 8 ଟି ହାତୀ ରହିଥିବା ବେଳେ ଗତ ମାସେ ଭିତରେ 3 ଟି ହାତୀ ର ମୃତ୍ୟୁ ଘଟିଛି। ତେବେ ଏହା ପରେ ଆଉ ଏକ ହାତୀ ଗୌରୀ କୁ ମଧ୍ୟ ସଂକ୍ରମଣ ହୋଇଛି ଏହି ଭାଇରସ। ତେବେ ଏହାକୁଚିକତ୍ସା କରିବା ପାଇଁ ଓୟୁଏଟି ର ପ୍ରାଣୀ ଡାକ୍ତର ଦଳ ଆସୁଛନ୍ତି। ଚିକତ୍ସା ଚାଲିଛି। ଗୌରୀର ସ୍ୱାସ୍ଥ୍ୟ ଅବସ୍ଥା ରେ ଉର୍ଣ୍ଣତ୍ତି ଆସିଛି। ତେବେ ପ୍ରତି ୧୨ ଘଣ୍ଟା ରେ ଥରେ ଏକ ଆଣ୍ଟି ବାଇଟିକ ମେଡିଆଇନ ଦିଆଯାଉଛି। ଯାହା ଦ୍ୱାରା ହାତୀ ଟି ସୁସ୍ଥ ରହିପାରିବ। ଏହା ର ପ୍ରଭାବରେ ଅନ୍ୟ କୌଣସି ବନ୍ୟାପ୍ରାଣୀଙ୍କୁ ସଂକ୍ରମିତ କରିବା ନାହିଁ ବୋଲି କହିଛନ୍ତି।

ଓୟୁଏଟି ପ୍ରାଣୀ ଡାକ୍ତର ସୁସେନ ପଣ୍ଡା କହିଛନ୍ତି ଯେ ପ୍ରଥମ ଦୁଇଟି ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଯାହା ଫଳରେ କି ହାତୀ ମାନଙ୍କୁ ବଞ୍ଚେଇ ହୋଇନଥିଲା। ତେବେ ଚେଷ୍ଟା କରାଯାଉଛି ହାତୀଙ୍କୁ ବଞ୍ଚେବା ସହ କିପରି ସୁସ୍ଥ ରହିପାରିବେ। କିନ୍ତୁ ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ହାତୀ ମନେ 10 ଶତକଡା ବଂଚିଥାନ୍ତି ଓ 80 ଭାଗ ମୃତ୍ୟୁ ବରଣ କରିଥନ୍ତି।
ଏହାକୁ ନେଇ ପଯ୍ୟଟକ ମନେ କହିଛନ୍ତି ଓଡ଼ିଶାରେ ଏହା ଏକ ବଡ ବନ ପ୍ରାଣୀ ଉଦ୍ୟାନ। ଏଭଳି ଦିନ କୁ ଦିନ ମୃତ୍ୟୁ ବରଣ କଲେ ଜୀବଜନ୍ତୁ ପଯ୍ୟଟଙ୍କ ସଂଖ୍ୟା ଦିନ କୁ ଦିନ କମିବ। ଜଙ୍ଗରେ ଦେଖିବାକୁ ମିଳୁଥିବା ଯିବା ଜନ୍ତୁ ଏଭଳି ଖୋଲା ଖୋଲି ଭାବରେ ଦେଖୁବକୁ ମିଳିବ ନାହିଁ।

Byte- ନଦାନକାନ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଅଞ୍ଜନ କୁମାର ମହାନ୍ତି।
Byte- ସୁସେନ ପଣ୍ଡା, ଓୟୁଏଟି ପ୍ରାଣୀ ଡାକ୍ତର
Byte- କପିଳା ସାମଲ, ପଯ୍ୟଟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.