ETV Bharat / city

ବିଦ୍ୟୁତ୍‌ ବିଲ୍‌ କିଏ ପୈଠ କରିବ ? ସେବାୟତଙ୍କ ମଧ୍ୟରେ ଦ୍ବନ୍ଦ - Lingaraj Mandir office

ବକେୟା ବିଦ୍ୟୁତ ବିଲକୁ ନେଇ ବିଦ୍ୟୁତ ସଂଯୋଗ କଟାଯିବା ପରେ ମନ୍ଦିର ପରିସରରେ ଅସନ୍ତୋଷ ବଢିବାରେ ଲାଗିଛି । ଆଉ ଏନେଇ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବାକୁ ଧମକ ଦେଇଛି ବ୍ରାହ୍ମଣ ନିଯୋଗ । ଅଧିକ ପଢନ୍ତୁ...

ବିଦ୍ୟୁତ ବିଲ ପୈଠ ନେଇ ସେବାୟତଙ୍କ ମଧ୍ୟରେ ଉପୁଜିଛି ଦ୍ବନ୍ଦ

author img

By

Published : Jul 29, 2021, 7:17 AM IST

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର ବକେୟା ବିଦ୍ୟୁତ ବିଲକୁ ନେଇ ବିଦ୍ୟୁତ ସଂଯୋଗ କଟାଯିବା ପରେ ତେଜିଛି ଅସନ୍ତୋଷ । ଏନେଇ ଆଜି ଠାରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ନେଇ ବ୍ରାହ୍ମଣ ନିଯୋଗ ଧମକ ଦେଇଛି । ଲିଙ୍ଗରାଜ ମନ୍ଦିରର ଦୀର୍ଘ ବର୍ଷର ବକେୟା ବିଦ୍ୟୁତ ବିଲକୁ ନେଇ ବୁଧବାର ମନ୍ଦିର କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗ କାଟିଛନ୍ତି ଟିପିସିଓଡିଏଲ କର୍ମଚାରୀ ।

ବିଦ୍ୟୁତ ବିଲ ପୈଠ ନେଇ ସେବାୟତଙ୍କ ମଧ୍ୟରେ ଉପୁଜିଛି ଦ୍ବନ୍ଦ

ବିଦ୍ୟୁତ ସଂଯୋଗ କଟାଯିବା ପରେ ମନ୍ଦିରର ବିଭିନ୍ନ ନିଯୋଗର ସେବାୟତ ମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ବିଲ କିଏ ପୈଠ କରିବ ତାକୁ ନେଇ ଉଠିଛି ସବୁଠି ଦ୍ଵନ୍ଦ ଉପୁଜିଛି । ବିଏମସି ଏବଂ ମନ୍ଦିର ପ୍ରଶାସନ କିଏ ଏହି ବିଦ୍ୟୁତ ବିଲ ପୈଠ କରିବ ସେନେଇ ଉଠିଛି ବଡ ପ୍ରଶ୍ନ ?

ସେପଟେ ଏନେଇ ମନ୍ଦିର ପରିସରରେ ବକେୟା ବିଦ୍ୟୁତ ବିଲକୁ ନେଇ ବିଦ୍ୟୁତ ସଂଯୋଗ କଟାଯିବା ପରେ ମନ୍ଦିର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.