ETV Bharat / city

ପିପିଲି ଉପନିର୍ବାଚନ ନେଇ ନିଷ୍ପତ୍ତି ନେବେ ନିର୍ବାଚନ କମିଶନର: ପ୍ରତାପ ଦେବ

author img

By

Published : Apr 28, 2021, 4:58 PM IST

ପିପିଲି ଉପନିର୍ବାଚନ ବାବଦରେ ଇଲେକ୍ସନ କମିଶନଙ୍କୁ ବେଶ୍ ଭଲ ଭାବେ ଜଣାଥିବ ବୋଲି କହିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଅଧିକ ପଢନ୍ତୁ....

ପିପିଲି ଉପନିର୍ବାଚନ ନେଇ ନିଷ୍ପତ୍ତି ନେବେ ନିର୍ବାଚନ କମିଶନର: ପ୍ରତାପ ଦେବ
ପିପିଲି ଉପନିର୍ବାଚନ ନେଇ ନିଷ୍ପତ୍ତି ନେବେ ନିର୍ବାଚନ କମିଶନର: ପ୍ରତାପ ଦେବ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ବନ୍ଦ ନେଇ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ଉପନିର୍ବାଚନ ବନ୍ଦ ପାଇଁ କଂଗ୍ରେସର ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ । ନିର୍ବାଚନ ହେବ କି ନାହିଁ ସେନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

ତେବେ ଦେଶରେ ଚାଲିଥିବା ଏ ସ୍ଥିତି ବାବଦରେ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ସେ ଯେଉଁ ନିଷ୍ପତ୍ତି ନେବେ ବା ଆଇନ ପ୍ରଣୟନ କରିବେ ତାହା କେବଳ ଓଡିଶା ପାଇଁ ନୁହେଁ ବରଂ ସାରା ଭାରତ ପାଇଁ ପ୍ରଯୁଜ୍ୟ ହେବ । ତେଣୁ ସେମାନେ ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବେ ବୋଲି ପ୍ରତାପ ଦେବ କହିଛନ୍ତି । ଏଥିସହ ଇଲେକ୍ସନ କମିଶନ ଏକ ସମ୍ବିଧାନିକ ଅନୁଷ୍ଠାନ । ପିପିଲି ନିର୍ବାଚନ ବାବଦରେ ସେ ହିଁ ଭଲଭାବେ ଜାଣନ୍ତି ବୋଲି ପ୍ରତାପ ଦେବ କହିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.