ETV Bharat / city

Odisha Panchayat Polls: ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଛି ବୈଠକ - ପଞ୍ଚାୟତ ନିର୍ବାଚନ ବୈଠକ

ଆଗକୁ ପଞ୍ଚାୟତ ନିର୍ବାଚନ । କୋଭିଡ ସଙ୍କଟ ମଧ୍ୟରେ ନିର୍ବାଚନ କିପରି ହେବ ସେନେଇ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

Odisha Panchayat Polls: ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆରମ୍ଭ ହେଲା ବୈଠକ

author img

By

Published : Jan 8, 2022, 12:06 PM IST

ଭୁବନେଶ୍ବର: ରାଜ୍ୟରେ ଦ୍ରୁତଗତିରେ ମାଡି ଚାଲିଛି ମହାମାରୀ । କୋଭିଡର ଏହି ଭୟାବହତା ଭିତରେ କିପରି ହେବ ପଞ୍ଚାୟତ ନିର୍ବାଚନ ? ଏହାକୁ ନେଇ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ନିର୍ବାଚନ କମିଶନ ଏହି ବୈଠକ ଡାକିଛନ୍ତି । ଆଜି(ଶନିବାର) ଦିନ ୧୧ଟାରୁ ରାଜ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଛି ।

Odisha Panchayat Polls: ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆରମ୍ଭ ହେଲା ବୈଠକ

ବୈଠକ ଲାଗି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ ଜେନା ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା । ଏଥିରେ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ପଞ୍ଚାୟତ ନିର୍ବାଚନ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.