ଭୁବନେଶ୍ବର: ଆଗକୁ ଆସୁଛି ନିର୍ବାଚନ । ପୌରାଞ୍ଚଳ ପାଇଁ ଡ୍ରାଫ୍ଟ ପବ୍ଲିସ ହୋଇଛି। ରାଜନୈତିକ ଦଳଙ୍କୁ ବି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ Nota ରହିଛି।
ଏହବି ପଢନ୍ତୁ : Panchayat Election: ୩୬ ଘଣ୍ଟା ପୂର୍ବରୁ ବାଜିବନି ପ୍ରଚାର ଗୀତ, ସନ୍ଧ୍ୟା ୭ ପରେ ରହିବେନି ବାହାର ଲୋକ
ପ୍ରଥମ ଥର ପାଇଁ ମେୟର ଓ ଚେୟାରମ୍ୟାନ ନିର୍ବାଚନ ସିଧାସଳଖ ହେବ। ଗୋଟିଏ ବୁଥରେ ଦୁଇଟି ଇଭିଏମ ରହିବ। ଇଭିଏମ ଉପରେ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ପିଙ୍କ ଓ ମେୟର ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ ପେପର ରହିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପାଢୀ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ