ETV Bharat / city

ଛାତ୍ରଛାତ୍ରୀଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ: ସମୀର ଦାସ - samir das reply on +2 exam issue

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ନେଇ ସରକାର ନିଷ୍ପତ୍ତି ନେବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାସ ସ୍ପଷ୍ଟୀକରଣ ରଖିଛନ୍ତି।

education minister statement
ବିଭାଗୀୟ ମନ୍ତ୍ରୀ ସମୀର ଦାସ ସ୍ପଷ୍ଟୀକରଣ
author img

By

Published : Jan 20, 2020, 7:22 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ନେଇ ସରକାର ନିଷ୍ପତ୍ତି ନେବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛିଦିନ ତଳେ ବିଜେବି କଲେଜର ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଏବେ ଅନ୍ୟ କଲେଜରେ ମଧ୍ୟ ଛାତ୍ରଛାତ୍ରୀ ସମାନ ବାଟ ଆପଣାଉଛନ୍ତି। ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାସ ସ୍ପଷ୍ଟୀକରଣ ରଖିଛନ୍ତି।

ବିଭାଗୀୟ ମନ୍ତ୍ରୀ ସମୀର ଦାସ ସ୍ପଷ୍ଟୀକରଣ

+୨ ପ୍ରଥମ ବର୍ଷରେ ୩୩% ମାର୍କକୁ ବିରୋଧ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାସ କହିଛନ୍ତି, ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ । ଏଥର ପ୍ରଥମ ବର୍ଷ ପରୀକ୍ଷାକୁ ବ୍ୟବସ୍ଥିତ ଭାବେ କରାଯିବ । ଛାତ୍ରଛାତ୍ରୀଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ତେଣୁ ଛାତ୍ରଛାତ୍ର କାହାର ପ୍ରରୋଚନାରେ ଆସି ରାଜରାସ୍ତାକୁ ଓହ୍ଲାଇବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ନେଇ ସରକାର ନିଷ୍ପତ୍ତି ନେବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛିଦିନ ତଳେ ବିଜେବି କଲେଜର ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ଏବେ ଆଉଙ୍କିଛି କଲେଜରେ ମଧ୍ୟ ଛାତ୍ରଛାତ୍ରୀ ସମାନ ବାଟ ଆପନାଉଛନ୍ତି। ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାସ ସ୍ପଷ୍ଟୀକରଣ ରଖିଛନ୍ତି। +୨ ପ୍ରଥମ ବର୍ଷରେ ୩୩% ମାର୍କକୁ ବିରୋଧ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାଶ କହିଲେ- ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ, ଏଥର ପ୍ରଥମ ବର୍ଷ ପରୀକ୍ଷାକୁ ବ୍ୟବସ୍ଥିତ ଭାବେ କରାଯିବ, ଛାତ୍ରଛାତ୍ରୀଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ।Body:ବାଇଟ ସମୀର ଦାସ, ଗଣଶିକ୍ଷା ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.