ETV Bharat / city

ପାଠକଙ୍କ ଘରେ ED ରେଡ: ଭୁବନେଶ୍ଵରରେ ତିନି ଜଣିଆ ଟିମର ଛାନଭିନ

author img

By

Published : Dec 3, 2021, 3:59 PM IST

ପୂର୍ବତନ IFS ଅଭୟ ପାଠକଙ୍କ ଘରେ ଇଡିର ରେଡ (ED Raid at Suspended IFS Officer Abhay Pathak house) । ଇଡିର ତିନି ଜଣିଆ ଟିମ୍ ଛାନଭିନ କରୁଛନ୍ତି । ବିବେବାକାନନ୍ଦ ମାର୍ଗ ରୋଡରେ ଥିବା ଘରେ ଚାଲିଛି ରେଡ । ଅଧିକ ପଢନ୍ତୁ

ପାଠକ ଘରେ ED ରେଡ : ଭୁବନେଶ୍ଵରରେ ତିନି ଜଣିଆ ଟିମର ଛାନଭିନ

ଭୁବନେଶ୍ବର : ପୂର୍ବତନ IFS ଅଭୟ ପାଠକଙ୍କ ଘରେ ଇଡିର ରେଡ (ED Raid at Suspended IFS Officer Abhay Pathak house)। ଇଡିର ତିନି ଜଣିଆ ଟିମ୍ ଛାନଭିନ କରୁଛନ୍ତି । ବିବେବାକାନନ୍ଦ ମାର୍ଗ ରୋଡରେ ଥିବା ଘରେ ଚାଲିଛି ରେଡ । ବିଶ୍ବନାଥ ଭିଲ୍ଲା ପ୍ଲଟ ନମ୍ବର ୧୦୧ରେ ରେଡ କରାଯାଉଛି ।

ପୂର୍ବରୁ ଅଭୟ‌ ପାଠକଙ୍କୁ ଦୁଇଥର ଜେରା କରିଥିଲା ଇଡି। ଏପରିକି ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଜେଲ ଭିତରେ ଜେରା କରିଥିଲା । ତେବେ ସେମାନଙ୍କ ଠୁ ମିଳିଥିବା ତଥ୍ୟ ଆଧାରରେ ଇଡି ଏଭଳି ନିଷ୍ପତ୍ତି ନେଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.