ETV Bharat / city

ନୟାପଲ୍ଲୀରେ ସରିଲା ରାବଣ ପୋଡି

ଭୁବନେଶ୍ବର ନୟାପଲ୍ଲୀରେ ସରିଲା ରାବଣ ପୋଡି । ଏଥର ନୟାପଲ୍ଲୀରେ ରାବଣ ପୋଡିରେ ବାଣ ବ୍ୟବହାରରେ କଟକଣା ଲଗାଇଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର
author img

By

Published : Oct 8, 2019, 11:36 PM IST

Updated : Oct 8, 2019, 11:43 PM IST

ଭୁବନେଶ୍ବର: ବିଜୟା ଦଶମୀ ସହ ରାବଣ ପୋଡି ପାଳିତ ହୋଇଯାଇଛି । ଅସତ୍ୟ ଉପରେ ସତ୍ୟର ଜୟ ହୋଇ ଥିଲା । ହିନ୍ଦୁ ପରମ୍ପରାରେ ବିଶ୍ବାସ ରହିଛି ବିଜୟା ଦଶମୀରେ ପ୍ରଭୁ ଶ୍ରୀ ରାମ ଲଙ୍କାର ରାଜା ରାବଣକୁ ଵଧ କରିଥିଲେ।

ଭୁବନେଶ୍ବରରେ ପ୍ରଦୂଷଣ ମୁକ୍ତ ରାବଣ ଦହନ

ସାରା ଭାରତ ବର୍ଷରେ ବିଜୟା ଦଶମୀ ଦିନ ରାବଣ ପୋଡି ଉତ୍ସବ ପାଳନ କରାଯାଏ । ଭୁବନେଶ୍ବରର ସ୍ଥିତ ନୟାପଲ୍ଲୀରେ ଏଥର ମଧ୍ୟ ପାଳିତ ହୋଇଛି ରାବଣ ପୋଡି । ତେବେ ଏଥର ନୟାପଲ୍ଲୀରେ ରାବଣ ପୋଡିରେ ବାଣ ବ୍ୟବହାରରେ କଟକଣା ଲଗାଇଛି କମିଶନରେଟ ପୋଲିସ । ବାଣ ବ୍ୟବହାର କରିବା ପାଇଁ ଅନୁମତି ଦେଇନାହିଁ କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ନାୟପଲ୍ଲୀ ପ୍ରଦୂଷଣ ମୁକ୍ତ ରାବଣ କୁ ଦହନ କଲେ ଲୋକେ।

ଆଜି ହେଉଛି ବିଜୟା ଦଶମୀ ସହ ରାବଣ ପୋଡି ।ଅସତ୍ୟ ଉପରେ ସତ୍ୟ ର ଜୟ ହୋଇ ଥିଲା। ହିନ୍ଦୁ ପରମ୍ପରା ରେ ବିଶ୍ୱାସ ରହିଛି ଯେ ଆଜି ଭଳି ଦିନ ରେ ପ୍ରଭୁ ଶ୍ରୀ ରାମ ରାବଣ ର କି ଵଧ କରିଥିଲେ। ଆଉ କାହିଁ କେଉଁ କାଳ ରୁ ସାରା ଭାରତ ବର୍ଷ ରେ ବିଜୟା ଦଶମୀ ଦିନ ରାବଣ ପୋଡି ଉତ୍ସବ ପାଳନ ହୋଇ ଆସୁଛି । ଭୁବନେଶ୍ୱର ସ୍ଥିତ ନାୟପଲ୍ଲୀ ରେ ଏ ବର୍ଷ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ରାବଣ କୁ ଦହନ କରାଯାଇ ନ ଥିଲା। କେବଳ ରାବଣ ର ଏକ ପେଷ୍ଟର କୁ ଚିରି ଦୁଇ ଫାଳ କରି ଦିଆଯାଇଥିଲା। ଶଦ୍ଦ ପ୍ରଦୂଷଣ କୁ ରେକିବା ପାଇଁ ଚଳିତ ବର୍ଷ ବାଣ ର ବ୍ୟବହାର କୁ ବନ୍ଦ କରାଯାଇଥିଲା।

Body:ନାୟପଲ୍ଲୀ ପ୍ରଦୂଷଣ ମୁକ୍ତ ରାବଣ କୁ ଦହନ କଲେ ଲୋକେ।

ଆଜି ହେଉଛି ବିଜୟା ଦଶମୀ ସହ ରାବଣ ପୋଡି ।ଅସତ୍ୟ ଉପରେ ସତ୍ୟ ର ଜୟ ହୋଇ ଥିଲା। ହିନ୍ଦୁ ପରମ୍ପରା ରେ ବିଶ୍ୱାସ ରହିଛି ଯେ ଆଜି ଭଳି ଦିନ ରେ ପ୍ରଭୁ ଶ୍ରୀ ରାମ ରାବଣ ର କି ଵଧ କରିଥିଲେ। ଆଉ କାହିଁ କେଉଁ କାଳ ରୁ ସାରା ଭାରତ ବର୍ଷ ରେ ବିଜୟା ଦଶମୀ ଦିନ ରାବଣ ପୋଡି ଉତ୍ସବ ପାଳନ ହୋଇ ଆସୁଛି । ଭୁବନେଶ୍ୱର ସ୍ଥିତ ନାୟପଲ୍ଲୀ ରେ ଏ ବର୍ଷ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ରାବଣ କୁ ଦହନ କରାଯାଇ ନ ଥିଲା। କେବଳ ରାବଣ ର ଏକ ପେଷ୍ଟର କୁ ଚିରି ଦୁଇ ଫାଳ କରି ଦିଆଯାଇଥିଲା। ଶଦ୍ଦ ପ୍ରଦୂଷଣ କୁ ରେକିବା ପାଇଁ ଚଳିତ ବର୍ଷ ବାଣ ର ବ୍ୟବହାର କୁ ବନ୍ଦ କରାଯାଇଥିଲା।

Conclusion:
Last Updated : Oct 8, 2019, 11:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.