ETV Bharat / city

ଅକ୍ଟୋବର ପହିଲାରୁ 11ଟି ସ୍ବତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ

author img

By

Published : Sep 30, 2021, 7:54 PM IST

ଆସନ୍ତା ଅକ୍ଟୋବର ପହିଲାରୁ ପୂର୍ବତଟ ରେଳପଥର ୧୧ଟି ସ୍ବତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ ହୋଇଛି । ଅଧିକ ପଢନ୍ତୁ...

ଅକ୍ଟୋବର ପହିଲାରୁ 11ଟି ସ୍ବତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ
ଅକ୍ଟୋବର ପହିଲାରୁ 11ଟି ସ୍ବତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ

ଭୁବନେଶ୍ବର: ଅକ୍ଟୋବର ପହିଲାରୁ 11ଟି ସ୍ବତନ୍ତ୍ର ଟ୍ରେନର ସମୟ ହେବ ପରିବର୍ତ୍ତନ । ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା 11ଟି ସ୍ବତନ୍ତ୍ର ଟ୍ରେନ ଅକ୍ଟୋବର ମାସ ପହିଲାଠାରୁ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ ଠାରେ ସଂଶୋଧିତ ସମୟ ତାଲିକା ଅନୁଯାୟୀ ଚଳାଚଳ କରିବ।

01. ପୁରୀରୁ 30 ସେପ୍ଟେମ୍ବର ଠାରୁ ଛାଡୁଥିବା 02801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ବିଶେଷ ଟ୍ରେନ ହିଜଳି ଏବଂ ଘଟଶୀଳା ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। ଏହି ଟ୍ରେନ୍ ହିଜଳିରେ ଭୋର ୩ଘ.୪୫ମି. ପରିବର୍ତ୍ତେ ୩ଘ.୫୦ମି.ରେ ପହଞ୍ଚିବ ଏବଂ ଏହା ୩ଘ.୫୦ମି. ପରିବର୍ତ୍ତେ ଭୋର ୩ଘ.୫୫ମି.ରେ ଛାଡିବ । ସେହିଭଳି, ଏହା ଘଟଶୀଳା ଷ୍ଟେସନ ଠାରେ ଭୋର ୦୫ଘ.୧୬ମି.ରେ ପହଞ୍ଚିବ ଏବଂ ଏହାର ପୂର୍ବ ସମୟ ବଦଳରେ ଭୋର ୦୫ଘ.୧୮ମି.ରେ ଛାଡିବ।

02. ନୂଆଦିଲ୍ଲୀରୁ 30 ସେପ୍ଟେମ୍ବରରେ ଛାଡୁଥିବା 02802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶାଲ୍ ହିଜଳିରେ ସମୟ ସଂଶୋଧନ କରିବ। ଏହା ରାତ୍ରି ୧୦ଘ.୫୦ମି.ରେ ହିଜଳିରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ପୁରୀ ଆଡକୁ ରାତ୍ର ୧୦ଘ.୫୫ମି.ରେ ଛାଡିବ।

03. ପୁରୀଠାରୁ ଅକ୍ଟୋବର ମାସ ପହିଲାଠାରୁ ଛାଡୁଥିବା 02875 ପୁରୀ-ଆନନ୍ଦ ବିହାର ନୀଳାଚଳ ସ୍ପେଶାଲ୍ ବାଲେଶ୍ବର, ହିଜଳି ଏବଂ ଘଟଶୀଳାରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ବାଲେଶ୍ବରରେ ଅପରାହ୍ନ ୩ଘ.୩୨ମି.ରେ ପହଞ୍ଚିବ ଏବଂ ଅପରାହ୍ନ ୩ଘ.୩୭ମି.ରେ ଛାଡିବ । ଏହା ହିଜଳିରେ ସନ୍ଧ୍ୟା ୫ଘ.୧୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ । ସେହିଭଳି, ଏହି ଟ୍ରେନ ଘଟଶୀଳାରେ ସନ୍ଧ୍ୟା ୬ଘ.୪୧ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଘ.୪୩ମି.ରେ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ଯାତ୍ରା କରିବ ।

04. ପୁରୀ ଠାରୁ ଅକ୍ଟୋବର ମାସ 2 ତାରିଖଠାରୁ ଛାଡୁଥିବା 02815 ପୁରୀ-ଆନନ୍ଦ ବିହାର ନନ୍ଦନକାନନ ସ୍ପେଶାଲ୍ ହିଜଳିରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ସନ୍ଧ୍ୟା ୫ଘ.୧୫ମି.ରେ ହିଜଳିରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ ।

05. ଅକ୍ଟୋବର ମାସ ୬ ତାରିଖ ଠାରୁ ବିଶାଖାପାଟନମରୁ ଛାଡୁଥିବା 02492 ବିଶାଖାପାଟନମ-ଶାଲିମାର ସ୍ପେଶାଲ ଶାଲିମାରରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ଭୋର ୬ ଘଟିକା ପରିବର୍ତ୍ତେ ଭୋର ୦୬ଘ.୦୫ମିରେ ଶାଲିମାରରେ ପହଞ୍ଚିବ ।

06. ଅକ୍ଟୋବର ମାସ 5 ତାରିଖଠାରୁ ପୁରୀରୁ ଛାଡ଼ି ବାକୁଥିବା 08476 ପୁରୀ-ଶାଲିମାର ସ୍ପେଶାଲ ବାଲେଶ୍ବର, ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୦ମି.ରେ ବାଲେଶ୍ବରରେ ପହଞ୍ଚିବ ଏବଂ ଏହା ରାତ୍ରି ୦୨ଘ.୩୫ମି.ରେ ଛାଡିବ । ଏହା ଖଡ଼ଗପୁର ଠାରେ ଭୋର ୦୪ଘ.୩୦ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୩୫ମି.ରେ ଛାଡିବ । ସେହିଭଳି, ଏହା ସାନ୍ତ୍ରାଗଛିରେ ଭୋର ୦୬ଘ.୧୩ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ଭୋର ୦୬ଘ.୧୫ମି.ରେ ଶାଲିମାର ଅଭିମୁଖେ ଯାତ୍ରା କରିବ ।

07. ଅକ୍ଟୋବର ମାସ ପହିଲା ଠାରୁ ସମ୍ବଲପୁରରୁ ଛାଡୁଥିବା 08306 ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ବାଲେଶ୍ବରରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ବାଲେଶ୍ବରରେ ରାତ୍ରି ୦୨ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୫ମି.ରେ ହାୱଡ଼ା ଅଭିମୁଖେ ଯାତ୍ରା କରିବ ।

08. ଅକ୍ଟୋବର ମାସ ପହିଲା ଠାରୁ ପୁରୀରୁ ଛାଡୁଥିବା 02088 ପୁରୀ-ହାୱଡ଼ା ସ୍ପେଶାଲ୍ ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ଖଡ଼ଗପୁରରେ ସନ୍ଧ୍ୟା ୫ଘ.୦୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୧୦ମି.ରେ ଛାଡିବ । ଏହା ସାନ୍ତ୍ରାଗଛିରେ ସନ୍ଧ୍ୟା ୬ଘ.୩୬ମି.ରେ ସାନ୍ତ୍ରାଗଛିରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ସନ୍ଧ୍ୟା ୬ଘ.୩୮ମି.ରେ ହାୱଡ଼ା ଅଭିମୁଖେ ଯାତ୍ରା କରିବ ।

09. ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ବରରୁ ଛାଡ଼ି ବାକୁଥିବା 02819 ଭୁବନେଶ୍ବର-ଆନନ୍ଦ ବିହାର ଓଡିଶା ସାମ୍ପର୍କ କ୍ରାନ୍ତି ସ୍ପେଶାଲ୍ ହିଜଳି ଏବଂ ଜଳେଶ୍ବରରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ଜଳେଶ୍ବରରେ ରାତ୍ରି ୮ଘ.୨୬ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୨୮ମି.ରେ ଛାଡିବ । ଏହା ହିଜଳିରେ ରାତ୍ରି ୯ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ରାତ୍ରି ୯ଘ.୩୫ମି.ରେ ଯାତ୍ରା କରିବ ।

10. ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ବରରୁ ଛାଡ଼ି ବାକୁଥିବା 02825 ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ହିଜଳିରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ହିଜଳିରେ ଅପରାହ୍ନ ୨ଘ.୫୬ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ବଦଳରେ ଆନନ୍ଦ ବିହାର ଆଡକୁ ଅପରାହ୍ନ ୩ ଘଟିକାରେ ଯାତ୍ରା କରିବ ।

11. ଅକ୍ଟୋବର ମାସ ୭ ତାରିଖ ଠାରୁ ବିଶାଖାପାଟନମରୁ ଛାଡିବାକୁ ଥିବା 08564 ବିଶାଖାପାଟନମ୍-ଦିଘା ସ୍ପେଶାଲ୍ ଖଗଡ଼ଗୁର, ପାନ୍ସକୁରା, ତାମଲୁକ, କାଁଥିଠାରେ ସମୟ ସଂଶୋଧନ କରିବ । ଏହି ଟ୍ରେନ୍ ଖଡ଼ଗପୁରରେ ଭୋର ୦୩ଘ.୩୫ମି.ରେ ପହଞ୍ଚିବ ଏବଂ ଭୋର ୦୩ଘ.୪୦ମି.ରେ ଛାଡିବ । ପନ୍ସକୁରାରେ ଏହି ଟ୍ରେନ ଭୋର ୦୪ଘ.୨୩ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୨୫ମି.ରେ ଛାଡିବ । ଏହି ଟ୍ରେନ୍ ତାମଲୁକ ଠାରେ ଭୋର ୦୪ଘ.୫୦ମି.ରେ ପହଞ୍ଚିବ ଭୋର ୦୪ଘ.୫୨ମି.ରେ ଛାଡିବ । ସେହିଭଳି ଏହି ଟ୍ରେନ୍ କାଁଥିଠାରେ ଭୋର ୦୫ଘ.୪୧ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଭୋର ୦୫ଘ.୪୩ମି ରେ ଦିଘା ଆଡ଼କୁ ଯାତ୍ରା କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.