ETV Bharat / city

Rack Adjustment: ବାତିଲ ହେଲା ୧୦ ଟ୍ରେନ

author img

By

Published : Dec 6, 2021, 3:32 PM IST

ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୧୦ଟି ଟ୍ରେନ ହୋଇଛି ବାତିଲ । ଅଧିକ ପଢନ୍ତୁ

Rack Adjustment: ବାତିଲ ହେଲା ୧୦ଟି ଟ୍ରେନ
Rack Adjustment: ବାତିଲ ହେଲା ୧୦ଟି ଟ୍ରେନ

ଭୁବନେଶ୍ବର: ପୂର୍ବତଟ ରେଳପଥ(East coast Railway) ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କିଛି ଟ୍ରେନକୁ ବାତିଲ କରାଯାଇଛି । ଟ୍ରେନ ଚଳାଚଳରେ ସ୍ବାଭାବିକତା ଆଣିବା ପାଇଁ ରେକ୍ ଆଡଜଷ୍ଟମେଣ୍ଟ୍(Rack Adjustment) ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ବାତ୍ୟା ଜୱାଦ(Cyclone Jawad) ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସଂଯୋଗକାରୀ ଟ୍ରେନ୍ ଗୁଡିକ ପୂର୍ବରୁ ବାତିଲ ହୋଇଥିଲା । ତେବେ ବର୍ତ୍ତମାନ ବାତିଲ କରାଯାଇଥିବା ୧୦ଟି ଟ୍ରେନଗୁଡ଼ିକ ହେଉଛି:-

  • ହାଓଡ଼ା ଠାରୁ ତା 06.12.2021ରେ ଛାଡିବାକୁ ଥିବା 12839 ହାଓଡ଼ା-ଚେନ୍ନାଇ ମେଲ୍
  • ତିରୁପତିରୁ ତା 06.12.2021ରେ ଆସିବାକୁ ଥିବା 22872 ତିରୁପତି-ଭୁବନେଶ୍ବର ଏକ୍ସପ୍ରେସ
  • ଜସିଡିହ ଠାରୁ ତା 08.12.2021ରେ ଛାଡିବାକୁ ଥିବା 12376 ଜସିଡିହ-ତାମ୍ବରମ୍ ଏକ୍ସପ୍ରେସ
  • ଭାଗଲପୁର ଠାରୁ ତା 08.12.2021ରେ ଛାଡିବାକୁ ଥିବା 12254 ଭାଗଲପୁର-ଯଶୋବନ୍ତପୁର ଏକ୍ସପ୍ରେସ
  • ହାଓଡ଼ା ଠାରୁ ତା 06.12.2021ରେ ଛାଡିବାକୁ ଥିବା 12665 ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ
  • ଚେନ୍ନାଇରୁ ତା 06.12.2021ରେ ଛାଡିବାକୁ ଥିବା 22860 ଚେନ୍ନାଇ-ପୁରୀ ଏକ୍ସପ୍ରେସ
  • ଆଲେପ୍ପିରୁ ତା 06.12.2021 ଏବଂ 07.12.2021ରେ ଛାଡିବାକୁ ଥିବା 13352 ଆଲେପ୍ପି-ଧାନବାଦ୍ ଏକ୍ସପ୍ରେସ
  • ଏର୍ଣ୍ଣାକୁଲମ ଠାରୁ ତା 06.12.2021ରେ ଛାଡିବାକୁ ଥିବା 22878 ଏର୍ଣ୍ଣାକୁଲମ-ହାଓଡ଼ା ଏକ୍ସପ୍ରେସ
  • ତ୍ରିଭେନ୍ଦ୍ରମ ଠାରୁ ତା 07.12.2021ରେ ଛାଡିବାକୁ ଥିବା 12507 ତ୍ରିଭେନ୍ଦ୍ରମ-ସିଲଚାର୍ ଏକ୍ସପ୍ରେସ୍
  • ଅହମ୍ମଦାବାଦରୁ ତା 06.12.2021ରେ ଛାଡିବାକୁ ଥିବା 12844 ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.